ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ 430 ସଂକ୍ରମିତ

author img

By

Published : Mar 3, 2022, 8:54 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 330 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 74 ହଜାର 756କୁ ବୃଦ୍ଧି ହୋଇଛି ।

Covid Recovery Report: ଆଜି ସୁସ୍ଥ ହେଲେ 430 ସଂକ୍ରମିତ
Covid Recovery Report: ଆଜି ସୁସ୍ଥ ହେଲେ 430 ସଂକ୍ରମିତ

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଗୁରୁବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 330 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 74 ହଜାର 756କୁ ବୃଦ୍ଧି ହୋଇଛି ।

  • 8 from Sonepur
    6 from Koraput
    6 from Rayagada
    5 from Bolangir
    4 from Deogarh
    4 from Kalahandi
    4 from Kandhamal
    3 from Nuapada
    2 from Jagatsinghpur
    2 from Nabarangpur
    1 from Nayagarh
    9 from State Pool

    The total recovered cases of Odisha now stand at 1274756

    — H & FW Dept Odisha (@HFWOdisha) March 3, 2022 " class="align-text-top noRightClick twitterSection" data=" ">

ଅନୁଗୋଳରୁ ସର୍ବାଧିକ ୪୪ ଜଣ କୋରୋନାରୁ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୩୯ ଓ ଖୋର୍ଦ୍ଧାରୁ ୩୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗଜପତିରୁ ୨୮, ପୁରୀରୁ ୨୭,କେନ୍ଦୁଝରରୁ ୨୦, ଯାଜପୁରରୁ ୧୬ ଓ ଝାରସୁଗୁଡାରୁ ୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ମୟୂରଭଞ୍ଜରୁ ୧୬, ବାଲେଶ୍ବରରୁ ୧୪, କଟକରୁ ୧୦, ଗଞ୍ଜାମରୁ ୧୦ ଓ ସୋନପୁରରୁ ୮ ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ୬, ରାୟଗଡାରୁ ୬ , ବଲାଙ୍ଗୀରରୁ ୫, ଦେଓଗଡରୁ ୪ ଓ କଳହାଣ୍ତିରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କନ୍ଧମାଳରୁ ୪, ନୂଆପଡାରୁ ୩, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨ ଓ ନୟାଗଡରୁ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୯ ।

  • Another 330 Covid patients have recovered and are being discharged on 03.03.2022

    44 from Anugul
    39 from Sundargarh
    36 from Khordha
    28 from Gajapati
    27 from Puri
    20 from Keonjhar
    16 from Jajapur
    16 from Jharsuguda
    16 from Mayurbhanj
    14 from Baleswar
    10 from Cuttack
    10 from Ganjam

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.