ETV Bharat / city

ରାଜଧାନୀର ଚିନ୍ତା ବଢାଉଛି କୋରୋନା, ଗୋଟିଏ ଦିନରେ 325 ପଜିଟିଭ ରେକର୍ଡ - ଭୁବନେଶ୍ୱର କୋରୋନା ଅପଡେଟ

କୋରୋନା ମାଡରେ ଘାଇଲା ସ୍ମାର୍ଟସିଟି ବାସୀ । ପ୍ରତ୍ୟେକ ଦିନ ରେକର୍ଡ ହେଉଛି ବହୁ ମାତ୍ରାରେ ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ରାଜଧାନୀରେ ଚିନ୍ତା ବଢାଉଛି କୋରୋନା, ଗୋଟିଏ ଦିନରେ 325 ପଜିଟିଭ ରେକର୍ଡ

author img

By

Published : Sep 17, 2020, 5:42 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ । ପୁଣି ଆଜି (ଗୁରୁବାର) 325 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ 420 ଜଣ ଆରୋଗ୍ୟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 101 ଚିହ୍ନଟ କରାଯାଇଥିବା ବେଳେ, ଲୋକାଲ ସଂକ୍ରମଣ 224ରେ ପହଞ୍ଚିଛି। ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ହୋମ କ୍ଵାରେଣ୍ଟାଇନରେ 101ଙ୍କ ମଧ୍ୟରୁ 9 ଜଣ ହଂସପାଳ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ, 6 ଜଣ ଡୁମଡୁମା, 2 ଜଣ ଚନ୍ଦ୍ରଶେଖରପୁର ମାର୍କେଟ କମ୍ପ୍ଲେକ୍ସ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି, 3 ଜଣ ଖଣ୍ଡଗିରି, 4 ଜଣ ଚନ୍ଦ୍ରଶେଖରପୁର, 3 ଜଣ ଓଲଡଟାଉନ, 2 ପାତ୍ରପଡା, 3 ସହିଦ ନଗର, 7 ଜଣ ଭିଏସଏସ ନଗର, 3 ଜଣ ୟୁନିଟ-9, 2 ଜଣ ରସୁଲଗଡ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 224 ଜଣ ଚିହ୍ନଟ ହୋଇଥିବା ବେଳେ, 8 ଜଣ ଘରୋଇ ହସ୍ପିଟାଲ କର୍ମଚାରୀ, 11 ଜଣ ରସୁଲଗଡ, 5 ଜଣ ୟୁନିଟ-9, 5 ଜଣ ପାତ୍ରପଡା, 3 ଜଣ ପଳାଶୁଣି, 6 ଜଣ ନୀଳାଦ୍ରି ବିହାର, 8 ଜଣ ନୟାପଲ୍ଲୀ, 3 ଜଣ ମଞ୍ଚେଶ୍ୱର, 3 ଜଣ ଲୁଇସରୋଡ଼, 6 ଜଣ ଝାରପଡ଼ା, 7 ଜଣ ଜୟଦେବ ବିହାର, 4 ଜଣ ଆଇଆରସି ଭିଲେଜ, 5 ଗ୍ୟାରେଜ ଛକ, 5 ଡମଣା ଛକ, 6 ଜଣ ଚନ୍ଦ୍ରଶେଖରପୁର, 4 ବରମୁଣ୍ଡା, 4 ବାପୁଜିନଗର, ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ ସୁସ୍ଥ ହୋଇଛନ୍ତି 420 ଜଣ ଆକ୍ରାନ୍ତ । ତେବେ ଭୁବନେଶ୍ୱରରେ ମୋଟ 17620 ଆକ୍ରାନ୍ତ ରହିଥିବା ବେଳେ, ସେଥିରୁ 13114 ସୁସ୍ଥ ହୋଇଥିବାବେଳେ, 4426 ଟି ମାମଲା ସକ୍ରିୟ ରହିଛି । ସର୍ବମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 67 ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.