ETV Bharat / city

କୋରୋନାରୁ ଆରୋଗ୍ୟ ହେଲେ 324 - କୋରୋନା ସୁସ୍ଥହାର

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 324 ଜଣ । ସୁସ୍ଥ ସଂଖ୍ୟା 3 ଲକ୍ଷ 24 ହଜାର 392। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

324 covid patients recovered in today
କୋରୋନାରୁ ଆରୋଗ୍ୟ ହେଲେ 324
author img

By

Published : Dec 28, 2020, 9:25 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 324। ଏହାସହ ରାଜ୍ୟରେ ମୋଟ 3 ଲକ୍ଷ 24 ହଜାର 392 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

30ଟି ଜିଲ୍ଲାରେ ମୋଟ 324 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଖୋର୍ଦ୍ଧାରୁ 34, ସୁନ୍ଦରଗଡରୁ 31, ବାଲେଶ୍ବରରୁ 26, ସମ୍ବଲପୁରରୁ25 ଓ ମୟୂରଭଞ୍ଜରୁ 22 ସୁସ୍ଥ ହୋଇଛନ୍ତି । ପୁରୀରୁ 22, ଅନୁଗୁଳରୁ 20, ବରଗଡ, କଟକରୁ 17, ନୂଆପଡାରୁ 11, ଯାଜପୁରରୁ 10 ଓ କେନ୍ଦ୍ରାପଡାରୁ 10 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗଞ୍ଜାମରୁ 8, ଭଦ୍ରକ ,ବଲାଙ୍ଗୀର, ଜଗତସିଂହପୁର ,ଝରସୁଗୁଡ଼ା ଓ କେନ୍ଦୁଝରରୁ 7 ଜଣ, କଳାହାଣ୍ଡିରୁ 5, ନବରଙ୍ଗପୁରରୁ 4, ବୌଦ୍ଧ, ଢେଙ୍କାନାଳ ଓ ନୟାଗଡରୁ 3 ଜଣ ସୁସ୍ଥ ହୋଇଛନ୍ତି । ଗଜପତିରୁ 2 ,ମାଲକାନଗିରି ,ରାୟଗଡା ଓ ସୋନପୁର ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଥିବା ବେଳେ ଷ୍ଟେଟ ପୁଲରେ 13 ଜଣ ଆରୋଗ୍ୟ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.