ETV Bharat / city

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 3110, ଖୋର୍ଦ୍ଧାରେ ସର୍ବାଧିକ ସୁସ୍ଥ - corona patients

ରାଜ୍ୟରେ ଗୋଟିଏ ଦିନରେ 3110 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟ ସଂଖ୍ୟା 105295 ରେ ପହଞ୍ଚିଛି। ତେବେ ବୁଧବାର ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 3110, ଖୋର୍ଦ୍ଧାରେ ସର୍ବାଧିକ ସୁସ୍ଥ

author img

By

Published : Sep 9, 2020, 9:37 PM IST

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ 3110 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟ ସଂଖ୍ୟା 1,05,295 ରେ ପହଞ୍ଚିଛି। ତେବେ ବୁଧବାର ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି ।

ବୁଧବାର 30ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ 1023 ସୁସ୍ଥ ହୋଇଥିବା ବେଳେ କଟକରେ 202, ପୁରୀରେ 215, ମୟୂରଭଞ୍ଜରେ 154, ଗଞ୍ଜାମରେ 98, କେନ୍ଦ୍ରାପଡ଼ାରେ 131, ଢେଙ୍କାନାଳରେ 123, ବାଲେଶ୍ୱରରେ 103, ସମ୍ବଲପୁରରେ 103, ଯାଜପୁରରେ 100, ଝାରସୁଗୁଡ଼ାରେ 95, କୋରାପୁଟରେ 95, ବରଗଡ଼ରେ 92, କଳାହାଣ୍ଡିରେ 60, କନ୍ଧମାଳରେ 60, କେନ୍ଦୁଝରରେ 60, ସୁନ୍ଦରଗଡରେ 58, ରାୟଗଡାରେ 50, ଭଦ୍ରକରେ 43, ଜଗତସିଂହପୁରରେ 42, ବଲାଙ୍ଗୀରରେ 41, ନବରଙ୍ଗପୁରର 34, ମାଲକାନଗିରିରେ 32, ନୟାଗଡରେ 29, ଗଜପତିରେ 20, ସୋନପୁରରେ 20, ନୂଆପଡାରେ 16, ବୌଦ୍ଧରେ 7, ଅନୁଗୁଳରେ 3 ଓ ଦେଓଗଡରେ 2 ଜଣ କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.