ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 3034 କୋରୋନା ଆକ୍ରାନ୍ତ - ସୁସ୍ଥ ହେଲେ 3034 କୋରୋନା ଆକ୍ରାନ୍ତ

ସୋମବାର ରାଜ୍ୟରେ 3034 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା 99 ହଜାର 398କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ 3034 କୋରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 3034 କୋରୋନା ଆକ୍ରାନ୍ତ
author img

By

Published : Sep 7, 2020, 9:57 PM IST

ଭୁବନେଶ୍ବର: ସୋମବାର ରାଜ୍ୟରେ 3034 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା 99 ହଜାର 398କୁ ବୃଦ୍ଧି ପାଇଛି । ସୋମବାର ରାଜ୍ୟରୁ ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ରହିଛନ୍ତି ।

ଖୋର୍ଦ୍ଧାରୁ 892 ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ 242, ବରଗଡରୁ 168, ଗଞ୍ଜାମରେ 154, କଟକରେ 150, ରାୟଗଡାରେ 139, ବାଲେଶ୍ୱରରେ 97, ସୁନ୍ଦରଗଡରେ 97, କେନ୍ଦୁଝରରେ 95, ସମ୍ବଲପୁରରେ 83, କେନ୍ଦ୍ରାପଡାରେ 80, ଯାଜପୁର ଓ କୋରାପୁଟରେ 79 ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେହିପରି ଝାରସୁଗୁଡାରେ 70, ମାଲକାନଗିରିରେ 68, ପୁରୀରେ 58, ଜଗତସିଂହପୁରରେ 57, ଢେଙ୍କାନାଳରେ 56, ଅନୁଗୋଳରେ 49, ବଲାଙ୍ଗୀରରେ 46, ଭଦ୍ରକରେ 42, କନ୍ଧମାଳ ଓ ସୋନପୁରରେ 40, ନବରଙ୍ଗପୁରରେ 35, ନୟାଗଡରେ 31, ଗଜପତିରେ 26, କଳାହାଣ୍ଡିରେ 23, ବୌଦ୍ଧରେ 21, ନୂଆପଡାରେ 12 ଓ ଦେଓଗଡରେ 5 ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 99398ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.