ETV Bharat / city

3 ନିଶା ବେପାରୀ ଗିରଫ, 12 କେଜି ଗଞ୍ଜେଇ ଜବତ - ଗଞ୍ଜେଇ ଜବତ

ନିଶା କବଳରେ ରାଜଧାନୀ । ସୋମବାର କମିଶନରେଟ ହାତରେ ଧରାପଡ଼ିଛନ୍ତି 3 ନିଶା ବେପାରୀ । ନୟାପଲ୍ଲୀ ଥାନା ଅଧୀନରେ ଥିବା ସାଲିଆ ସାହି ବସ୍ତିର ଦିଲ୍ଲୀପ କୁମାର ବରାଳ ଓ ସୁଶାନ୍ତ ସୁନ୍ଦରାୟ ଓ ଶୁଭକାନ୍ତ ଭୂୟାଁକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 30, 2019, 1:05 AM IST

Updated : Jul 30, 2019, 1:29 AM IST

ଭୁବନେଶ୍ବର: ରାଜଧାନୀରୁ ନିଶା ବେପାରୀଙ୍କୁ ତଡିପାର ଓ ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ କମିଶନରେଟ୍ ପୋଲିସ ସଫଳ ଭାବରେ କାର୍ଯ୍ୟ କରୁଛି । କମିଶନରେଟ ପୋଲିସ କିଛି ଦିନ ପୂର୍ବରୁ ଆରମ୍ଭ କରିଥିବା ସ୍ପେଶାଲ ଡ୍ରାଇଭରେ ନିଶା ବେପାରୀଙ୍କୁ ଧରିବାରେ ସଫଳ ହେଉଛନ୍ତି।

ସ୍ପେଶାଲ ଡ୍ରାଇଭରେ କମିଶନରେଟ ପୋଲିସ ଆରମ୍ଭ କରିଛି ଖୋଳତାଡ। ସ୍ପେଶାଲ ଡ୍ରାଇଭରେ ପ୍ରାୟ 50ରୁ ଊର୍ଦ୍ଧ୍ବ ନିଶା ବେପାରୀ ଗିରଫ ହେଲେଣି। ଏହି କ୍ରମରେ ସୋମବାର ପୁଣି ଥରେ କମିଶନରେଟ ହାତରେ ଧରାପଡ଼ିଛନ୍ତି 3 ନିଶା ବେପାରୀ । ନୟାପଲ୍ଲୀ ଥାନା ଅଧୀନରେ ଥିବା ସାଲିଆ ସାହି ବସ୍ତିର ଦିଲ୍ଲୀପ କୁମାର ବରାଳ ଓ ସୁଶାନ୍ତ ସୁନ୍ଦରାୟ ଓ ଶୁଭକାନ୍ତ ଭୂୟାଁକୁ ଗିରଫ କରିଛି ପୋଲିସ ।

ସେମାନଙ୍କ ଠାରୁ 12 କେଜି ଗଞ୍ଜେଇ , 13 ଗ୍ରାମ ବ୍ରାଉନ ସୁଗାର ଓ 17 ହଜାର ଟଙ୍କା ସହ ଏକ ବାଇକକୁ ଜବତ କରିଛି କମିଶନରେଟ ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ନୟାପଲ୍ଲୀ ପୋଲିସ ସାଲିଆ ସାହିରେ ଦୋକାନ କରିଥିବା ଦିଲ୍ଲୀପ ନିଜ ଦୋକାନରେ ଗଞ୍ଜେଇ ଓ ବ୍ରାଉନ ସୁଗାର ରଖି ବିକ୍ରି କରୁଥିବା ପୋଲିସ ଖବର ପାଇଥିଲା । ଏହାପରେ ଦିଲ୍ଲୀପର ଦୋକାନ ଉପରେ ଚଢାଉ କରିଥିଲା ପୋଲିସ।
ଦୋକାନରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗକୁ ଜବତ କରିବା ସହ ଟଙ୍କାକୁ ମଧ୍ୟ ଜବତ କରିଛି ପୋଲିସ ।

ପୂର୍ବରୁ ମଧ୍ୟ କମିଶନରେଟ ପୋଲିସ 50 ରୁ ଊର୍ଦ୍ଧ୍ବ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ବ୍ୟତୀତ ଯେଉଁ ମାନେ ପ୍ରତ୍ୟେକ ଦିନ ନିଶା ବେପାର କରିଥାନ୍ତି ସେମାନଙ୍କୁ ତଡିପାର ଅଭିଯାନରେ ସାମିଲ କରୁଛି। ଯେପରିକି ସୋମବାର ଲକ୍ଷ୍ମୀ ସାଗର ଥାନା ଅଧୀନରେ ଥିବା ହଳଦୀ ପଡିଆ ବସ୍ତିରେ ରହୁଥିବା 6 ଜଣ ନିଶା ବେପାରୀଙ୍କ ଘର ଭଙ୍ଗା ହେବା ସହ ସେମାନଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:3 ନିଶା ବେପାରୀ ଗିରଫ।12 କେଜି ଗଞ୍ଜେଇ ସହ 17 ହଜାର ଟଙ୍କା ଜବତ

ରାଜଧାନୀରୁ ନିଶା ବେପାରୀଙ୍କୁ ତଡିପାର କରିବା ଓ ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ କମିଶନରେଟ୍ ପୋଲିସ ସଫଳ ଭାବରେ କାର୍ଯ୍ୟ କରୁଛି। କମିସନରେଟ ପୋଲିସ କିଛି ଦିନ ପୂର୍ବରୁ ଆରମ୍ଭ କରିଥିବା ସ୍ପେସାଲ ଡ୍ରାଇଭ୍ ରେ ନିଶା ବେପାରୀଙ୍କ ଧରିବାରେ ସଫଳ ହେଉଛନ୍ତି।Body:
ସ୍ପେସା ଲ ଡ୍ରାଇଭ୍ ରେ କମିସନରେଟ ପୋଲିସ ଆରମ୍ଭ କରିଛି। ସ୍ପେସାଳ ଡ୍ରାଇଭ୍ ରେ ପ୍ରାୟ 50ରୁ ଉର୍ଦ୍ଧ ନିଶା ବେପାରୀ ଗିରଫ ହେଲେ। ଆଜି ପୁଣି ଥରେ କମିଶନରେଟ୍ ହାତରେ ଧରାପଡ଼ିଛନ୍ତି 3 ନିଶା ବେପାରୀ। ନୟାପଲ୍ଲୀ ଥାନା ଅଧୀନରେ ଥିବା ସାଲିଆ ସାହି ବସ୍ତିର ଦିଲିପ୍ କୁମାର ବରାଳ ଓ ଜଟଣୀ ଥାନା ପୋଲିସ ସୁଶାନ୍ତ ସୁନ୍ଦରାୟ ଓ ଶୁଭକାନ୍ତ ଭୂୟାଁ କୁ ଗିରଫ କରିଛି।ସେମାନଙ୍କ ଠାରୁ 12 କେଜି ଗଞ୍ଜେଇ , 13 ଗ୍ରାମ ର ବ୍ରାଉନ ଶୁଗାର ଓ 17 ହଜାର ଟଙ୍କା ସହ ଏକ ବାଇକ୍ କୁ ଜବତ କରିଛି କମିସନରେଟ ପୋଲିସ।

ବିଶେଷ ସୁତ୍ରୁରୁ ଖବର ପାଇ ନୟାପଲ୍ଲୀ ପୋଲିସ , ଶାଳିଆ ସାହି ରେ ଦୋକାନ କରିଥିବା ଦିଲିପ୍ ସେହି ଦୋକାନ ରେ ଗଞ୍ଜେଇ ଓ ବ୍ରାଉନ ଶିଗାର ବିକ୍ରି କରୁଥିବା ପୋଲିସ ଖବର ପାଇ ଦିଲିପ୍ ର ଦୋକାନ ଉପରେ ଛଡାଉ କରିଥିଲା। ଦୋକାନ ରୁ ଏକ ବ୍ୟାଗ୍ ରେ ଗଞ୍ଜେଇ ଭର୍ତି ବ୍ୟାଗ୍ କୁ ଜବତ କରିବା ସହ ଟଙ୍କା କୁ ମଧ୍ୟ ଜବତ କରିଛି ପୋଲିସ।
Conclusion:

ପୂର୍ବରୁ ମଧ୍ୟ କମିସନରେଟ ପୋଲିସ 50 ରୁ ଉର୍ଦ୍ଧ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ବ୍ୟତୀତ ଯେଉଁ ମାନେ ପ୍ରତ୍ୟେକ ଦିନ ନିଶା ବେପାର କରିଥାନ୍ତି ସେମାନଙ୍କୁ ତଡିପାର ଅଭିଯାନରେ ସାମିଲ କରଜୁଛି। ଯେପରିକି ଆଜି ଲକ୍ଷ୍ମିଷଗାର ଥାନା ଅଧୀନରେ ଥିବା ହଳଦୀ ପଡିଆ ବସ୍ଥି ରେ ରହୁଥିବା 6 ଜଣ ନିଶା ବେପାରୀଙ୍କ ଘର ଭଙ୍ଗା ହେବା ସହ ସେମାନଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।
Last Updated : Jul 30, 2019, 1:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.