ETV Bharat / city

ରାଜ୍ୟରେ 3 ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଥମେ ମିଳିବ କୋଭିଡ ଟୀକା - ଅଙ୍ଗନବାଡିକର୍ମୀ

ରାଜ୍ୟରେ କୋଭିଡ ଭାକ୍ସିନ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ପ୍ରଥମ ପର୍ଯ୍ୟାୟରେ ମୋଟ 3.02 ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଥମେ ମିଳିବ କୋଭିଡ ଭାକ୍ସିନ । ଅଧିକ ପଢନ୍ତୁ...

ରାଜ୍ୟରେ 3 ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡିକର୍ମୀଙ୍କୁ ପ୍ରଥମେ ମିଲିବ ଟୀକା

author img

By

Published : Nov 2, 2020, 5:23 PM IST

ଭୁବନେଶ୍ବର: ସମଗ୍ର ଦେଶ ତଥା ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା କଂକ୍ରମଣ । ଏହି ମଧ୍ୟରେ କୋରୋନା ଟୀକାକୁ ନେଇ ବେଶ ଆଶାବାଦୀ ଅଛନ୍ତି ରାଜ୍ୟବାସୀ । ରାଜ୍ୟରେ କୋଭିଡ ଭାକ୍ସିନ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ପ୍ରଥମ ପର୍ଯ୍ୟାୟରେ ମୋଟ 3.02 ଲକ୍ଷ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଥମେ କୋଭିଡ ଭାକ୍ସିନ ମିଳିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଯେବେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ପ୍ରଥମେ ଏହା ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ମିଳିବ । ଏମମାନଙ୍କ ମଧ୍ୟରୁ 2ଲକ୍ଷ 95 ହଜାର ଅର୍ଥାତ ପ୍ରାୟ 98 ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଆଧାର ନମ୍ବର ଓ କୋଭିଡ଼ 19 ଭାକ୍ସିନ ହିତାଧିକାରୀ ପରିଚାଳନା ସିଷ୍ଟମ ସହିତ ଯୋଡ଼ା ଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.