ETV Bharat / city

ବିଜେପୁର ଉପନିର୍ବାଚନ ପାଇଁ 3 ଦିନ ଛୁଟି ଘୋଷଣା

ବିଜେପୁର ଉପନିର୍ବାଚନ ପାଇଁ 3 ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ...

author img

By

Published : Oct 18, 2019, 9:47 PM IST

ବିଜେପୁର ଉପନିର୍ବାଚନ ପାଇଁ ତିନିଦିନ ଛୁଟି ଘୋଷଣା

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଛୁଟି ଘୋଷଣା । 3 ଦିନ ଛୁଟି ପାଇବେ ନିର୍ବାଚନ ମଣ୍ଡଳୀର ବାହାରେ ରହୁଥିବା ଭୋଟର । ଆସନ୍ତା 21ରେ ବିଜେପୁରରେ ଉପନିର୍ବାଚନ ପାଇଁ ଭୋଟ୍ ପଡିବାକୁ ଯାଉଛି ।

ମତଦାନ ପାଇଁ ନିର୍ବାଚନ ପୂର୍ବଦିନ, ନିର୍ବାଚନ ଦିନ ଓ ନିର୍ବାଚନ ପରଦିନ ଅର୍ଥାତ୍‌ ମୋଟ 3ଦିନ ଛୁଟି ମିଳିବ । ସେହିପରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ 3ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିଯୋଜିତ ଥିଲେ ସେମାନେ ମଧ୍ୟ ଗୋଟିଏ ଦିନ ସ୍ବତନ୍ତ୍ର ଛୁଟି ନେଇ ପାରିବେ ବୋଲି ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଅକ୍ଟୋବର ୨୧ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ମତଦାନ କରିବା ପାଇଁ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବା ଭୋଟର ମାନେ ପୂର୍ବଦିନ ,Body:ନିର୍ବାଚନ ଦିନ ଓ ନିର୍ବାଚନ ପରଦିନ ମିଶାଇ ତିନିଦିନ ଛୁଟି ନେଇପାରିବେ ।ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି ।Conclusion:ଏହା ବ୍ୟତୀତ ନିର୍ବାଚନ କାର୍ଯ୍ୟ ରେ ନିୟୋଜିତ ଥିବା ଅଧିକାରୀ ମାନେ ସେମାନେ ଗୋଟିଏ ଦିନ ଅଧିକ ଛୁଟି ନେଇ ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପକ୍ଷରୁ ସୂଚନା ମିଳିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.