ETV Bharat / city

STATE CORONA: ଦିନକରେ 2803 ପଜିଟିଭ ଚିହ୍ନଟ

author img

By

Published : Jul 5, 2021, 9:06 AM IST

24 ଘଣ୍ଟା ମଧ୍ୟରେ ରାଜ୍ୟରେ 2803 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 475ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ 2803 ପଜିଟିଭ ଚିହ୍ନଟ
ଦିନକରେ 2803 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ତଳ ମୁହାଁ ହେଉଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2803 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 1597 ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ 1206ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 24 ହଜାର 699ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 475ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

  • 22. Mayurbhanj: 193
    23. Nawarangpur: 15
    24. Nayagarh: 115
    25. Nuapada: 8
    26. Puri: 154
    27. Rayagada: 54
    28. Sambalpur: 32
    29. Sonepur: 18
    30. Sundargarh: 62
    31. State Pool: 91

    New recoveries: 3358
    Cumulative tested: 14125511
    Positive: 924699
    Recovered: 890778
    Active case: 29620

    — I & PR Department, Odisha (@IPR_Odisha) July 5, 2021 " class="align-text-top noRightClick twitterSection" data=" ">

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ 441, ଅନୁଗୁଳରୁ 97, ବାଲେଶ୍ବରରୁ 155, ବରଗଡ଼ରୁ 17, ଭଦ୍ରକରୁ 131, ବଲାଙ୍ଗୀରରୁ 3, ବୌଦ୍ଧରୁ 21, ଦେଓଗଡ଼ରୁ 9, ଢେଙ୍କାନାଳରୁ 67, ଗଜପତିରୁ 10, ଗଞ୍ଜାମରୁ 20, ଜଗତସିଂହପୁରରୁ 117, ଯାଜପୁରରୁ 153, ଝାରସୁଗୁଡ଼ାରୁ 7, କଳାହାଣ୍ଡିରୁ 15, କନ୍ଧମାଳରୁ 20, କେନ୍ଦ୍ରାପଡ଼ାରୁ 119, କେନ୍ଦୁଝରରୁ 64, କୋରାପୁଟରୁ 65, ମାଲକାନାଗିରିରୁ 55, ମୟୂରଭଞ୍ଜରୁ 193, ନବରଙ୍ଗପୁରରୁ 15, ନୟାଗଡ଼ରୁ 115, ନୂଆପଡ଼ାରୁ 8, ପୁରୀରୁ 154, ରାୟଗଡ଼ାରୁ 54, ସମ୍ବଲପୁରରୁ 32, ସୋନପୁରରୁ 18, ସୁନ୍ଦରଗଡ଼ରୁ 62, ଷ୍ଟେଟ ପୁଲ୍‌ରୁ 91 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.