ETV Bharat / city

କୋରୋନାରୁ ମୁକ୍ତ ହେଲେ 2787 ଆକ୍ରାନ୍ତ, ଏକ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ମଙ୍ଗଳବାର ରାଜ୍ୟରେ ସୁସ୍ଥରେ ରେକର୍ଡ ସୃଷ୍ଟି । ସେପଟେ ରାଜ୍ୟରେ ଏକ ଲକ୍ଷ ପାର ହୋଇଛି କରୋନା ଆରୋଗ୍ୟ ସଂଖ୍ୟା । ଗୋଟିଏ ଦିନରେ ରାଜ୍ୟରେ 2787 ଜଣ ଆରୋଗ୍ୟ ହୋଇଛନ୍ତି। ଅଧିକ ପଢନ୍ତୁ..

ମଙ୍ଗଳବାର କୋରୋନାରୁ ଆରୋଗ୍ୟ ହେଲେ 2787 ଆକ୍ରାନ୍ତ

author img

By

Published : Sep 8, 2020, 8:28 PM IST

ଭୁବନେଶ୍ବର: ମଙ୍ଗଳବାର ରାଜ୍ୟରେ ସୁସ୍ଥରେ ରେକର୍ଡ ସୃଷ୍ଟି । ସେପଟେ ରାଜ୍ୟରେ ଏକ ଲକ୍ଷ ପାର ହୋଇଛି କରୋନା ଆରୋଗ୍ୟ ସଂଖ୍ୟା । ଗୋଟିଏ ଦିନରେ ରାଜ୍ୟରେ 2787 ଜଣ ଆରୋଗ୍ୟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 102185 । 30 ଟି ଜିଲ୍ଲରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧା ରେ ସର୍ବାଧିକ 1145 ସୁସ୍ଥ ହୋଇଥିବା ବେଳେ କଟକରେ 230, ପୁରୀରେ 192, ମୟୂରଭଞ୍ଜ ରେ 153, ଗଂଜାମ ରେ 115, ବାଲେଶ୍ୱରରେ 78, କେନ୍ଦୁଝରରେ 76 ସୁସ୍ଥ ହୋଇଛନ୍ତି ।

ବରଗଡ ରେ 75, ଯାଜପୁର ରେ 68, କୋରାପୁଟ ରେ 68, ଜଗତସିଂହପୁର ରେ 64, ସମ୍ବଲପୁର ରେ 62, ଭଦ୍ରକ ରେ 54, ଝରସୁଗୁଡ଼ା ରେ 50, ନବରଙ୍ଗପୁର ରେ 45, ମାଲକଙ୍ଗିର ରେ 41, ସୋନପୁର ରେ 36, ଢେଙ୍କାନଲ ରେ 35, ବଲାଙ୍ଗୀର ରେ 28, କନ୍ଧମାଳ ରେ 28, ନୂଆପଡା ରେ 25, ସୁନ୍ଦରଗଡ ରେ 23, କଳାହାଣ୍ଡି ରେ 18, ରାୟଗଡା ରେ 18, ଗଜପତି ରେ 17, କେନ୍ଦ୍ରାପଡା ରେ 15, ନୟାଗଡ ରେ 12, ଅନୁଗୁଳ ରେ 9 ଓ ବୋୖଧ ରେ 7 ଜଣ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 102185।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.