ETV Bharat / city

ଦିନକରେ 2716 କୋରୋନା ଆକ୍ରାନ୍ତ ସୁସ୍ଥ: ଖୋଦ୍ଧାରୁ ସର୍ବାଧିକ 586 - ଓଡିଶା କୋଭିଡ ଖବର

ରାଜ୍ୟରେ ଦିନକରେ 2716 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 586 ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ 2716 କୋରୋନା ଆକ୍ରାନ୍ତ ସୁସ୍ଥ
ଦିନକରେ 2716 କୋରୋନା ଆକ୍ରାନ୍ତ ସୁସ୍ଥ
author img

By

Published : Oct 21, 2020, 9:40 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ବୁଧବାର) 2 ହଜାର 716 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 586 ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପିରବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

2716 କୋରୋନା ଆକ୍ରାନ୍ତ ସୁସ୍ଥ
2716 କୋରୋନା ଆକ୍ରାନ୍ତ ସୁସ୍ଥ

ସେହିପରି ସୁନ୍ଦରଗଡରୁ 206 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ ଅନୁଗୋଳରୁ 201, ମୟୂରଭଞ୍ଜରୁ 156, କଟକରୁ 119, ନୂଆପଡାରୁ 106, ବଲାଙ୍ଗୀରରୁ 105, ବରଗଡରୁ 100, ସମ୍ବଲପୁରରୁ 98, ଯାଜପୁରରୁ 94, କେନ୍ଦ୍ରାପଡାରୁ 71, ଝାରସୁଗୁଡାରୁ 70, ଢେଙ୍କାନାଳରୁ 66, ପୁରୀରୁ 65, କଳାହାଣ୍ଡିରୁ 61, ଭଦ୍ରକରୁ 58, ଜଗତସିଂହପୁରରୁ 56, ବାଲେଶ୍ବର ଓ ନବରଙ୍ଗପୁରରୁ 48 ଏବଂ ମାଲକାନଗିରି ଓ ସୁବର୍ଣ୍ଣପୁରରୁ 45 ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

2716 କୋରୋନା ଆକ୍ରାନ୍ତ ସୁସ୍ଥ
2716 କୋରୋନା ଆକ୍ରାନ୍ତ ସୁସ୍ଥ

ସେହିପରି କେନ୍ଦୁଝରରୁ 39 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ କନ୍ଧମାଳରୁ 38, ଗଞ୍ଜାମରୁ 34, ନୟାଗଡରୁ 30, କୋରାପୁଟରୁ 29, ରାୟଗଡାରୁ 27, ଦେଓଗଡରୁ 16, ଗଜପତିରୁ 8 ଏବଂ ବୌଦ୍ଧରୁ 5 ଲେଖାଏଁ କୋରୋନା ଆକ୍ରାନ୍ତ ଶୁସ୍ଥହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.