ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ ୨୬୩ କୋଭିଡ ସଂକ୍ରମିତ - କୋରୋନା ଖବର

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୬୩ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୨୩୦କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ଆଜି ସୁସ୍ଥ ହେଲେ ୨୬୩ କୋଭିଡ ସଂକ୍ରମିତ

author img

By

Published : Nov 20, 2021, 9:32 PM IST

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୬୩ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୨୩୦କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୧୧ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୨୯ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 263 Covid patients have recovered and are being discharged on 20.11.2021

    111 from Khordha
    29 from Cuttack
    13 from Sambalpur
    11 from Dhenkanal
    10 from Jajapur
    10 from Sundargarh
    9 from Baleswar
    7 from Deogarh
    7 from Kendrapara
    7 from Puri
    5 from Jagatsinghpur

    — H & FW Dept Odisha (@HFWOdisha) November 20, 2021 " class="align-text-top noRightClick twitterSection" data=" ">

ସମ୍ବଲପୁରରୁ ୧୩, ଢେଙ୍କାନାଳରୁ ୧୧, ଯାଜପୁରରୁ ୧୦, ସୁନ୍ଦରଗଡରୁ ୧୦,ବାଲେଶ୍ବରରୁ ୯, ଦେଓଗଡରୁ ୭, କେନ୍ଦ୍ରାପଡାରୁ ୭ ଓ ପୁରୀରୁ ୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଜଗତସିଂହପୁରରୁ ୫ , ମୟୂରଭଞ୍ଜରୁ ୪, ଗଜପତିରୁ ୩, ଝାରସୁଗୁଡାରୁ ୩, ଭଦ୍ରକରୁ ୨, କଳାହାଣ୍ତିରୁ ୨ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବୌଦ୍ଧରୁ ଜଣେ, ଗଞ୍ଜାମରୁ ୧ , କନ୍ଧମାଳରୁ ୧, ନୟାଗଡରୁ ୧ ଓ ସୋନପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ୨୫ ରହିଛି ।

  • 4 from Mayurbhanj
    3 from Gajapati
    3 from Jharsuguda
    2 from Bhadrak
    2 from Kalahandi
    1 from Boudh
    1 from Ganjam
    1 from Kandhamal
    1 from Nayagarh
    1 from Sonepur
    25 from State Pool

    The total recovered cases of Odisha now stand at 1036230

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.