ETV Bharat / city

ଫନି ପାଇଁ ଭୁବନେଶ୍ବରରୁ ଉଡିବନି ଗୋଟିଏ ବି ବିମାନ

ଗୁରୁବାର ମଧ୍ୟ ରାତ୍ରିରୁ ଭୁବନେଶ୍ବର ବିମାନ ବନ୍ଦରରୁ ସମସ୍ତ ବିମାନର ଉଡାଣ ବାତିଲ । ଫନି ପାଇଁ ଭୁବନେଶ୍ବରରୁ ଉଡାଣ ଭରିବାକୁ ଥିବା ଇଣ୍ଡିଗୋ ଏୟାରଲାଇନ୍ସ, ଗୋ ଏୟାର ଏୟାର ଲାଇନ୍ସର ବିମାନ ଗୁଡିକର ଉଡାଣ 24 ଘଣ୍ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି ।

author img

By

Published : May 2, 2019, 4:44 PM IST

Updated : May 2, 2019, 6:45 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @IndiGo6E

ଭୁବନେଶ୍ବର: ଶୁକ୍ରବାର ଓଡିଶାରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ଫନି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଗୁରୁବାର ମଧ୍ୟରାତ୍ରରୁ ରାଜଧାନୀ ବିମାନ ବନ୍ଦରରୁ ଉଡିବ ନାହିଁ କୌଣସି ବିମାନ । 24 ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଉଡାଣ ରଦ୍ଦ କରାଯାଇଛି । ଭୁବନେଶ୍ବରରୁ ଇଣ୍ଡିଗୋ ଏୟାର ଲାଇନ୍ସ, ଗୋ ଏୟାର ଏୟାର ଲାଇନ୍ସ ଆଦି ବିମାନ ଗୁଡିକର ଉଡାଣ ବାତିଲ ହୋଇଛି ।

flights, indigo, airlines, cancelled, due, cyclone, fani, bhubaneswar, ଭୁବନେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୁରୁବାର ଭୁବନେଶ୍ବର ବିମାନ ବନ୍ଦର କତ୍ତୃପକ୍ଷ ବିମାନ ଗୁଡିକର ଉଡାଣ ଓ ଅବତରଣ ବାତିଲ କରାଯିବା ନେଇ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଶୁକ୍ରବାର ସକାଳ 8ଟା ରୁ 10ଟା ମଧ୍ୟରେ ସାମୁଦ୍ରିକ ଝଡ ଫନି ପୁରୀ ଠାରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
Last Updated : May 2, 2019, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.