ETV Bharat / city

ରାଜଧାନୀରେ କଳିଙ୍ଗ ପୁସ୍ତକ ମେଳା: ଖୋଲିଛି 200ରୁ ଊର୍ଦ୍ଧ୍ବ ପୁସ୍ତକ ଷ୍ଟଲ - ବହି ପଢିବାର ଆଗ୍ରହ

ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି 22ତମ କଳିଙ୍ଗ ପୁସ୍ତକ ମେଳା । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବହି ପଢିବାର ଆଗ୍ରହ ସୃଷ୍ଟି କରାଯିବ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 2, 2019, 11:57 AM IST

ଭୁବନେଶ୍ବର : ଆଜି ଠାରୁ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି 22 ତମ କଳିଙ୍ଗ ପୁସ୍ତକ ମେଳା । ଆସନ୍ତା 9 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ଏହି ପୁସ୍ତକ ମେଳା । ପୁସ୍ତକ ମେଳା ପ୍ରତି ପାଠକଙ୍କ ଆଗ୍ରହ ବଢିବାରେ ଲାଗିଛି ।

ଭୁବନେଶ୍ବରରେ ଉଦଘାଟନ ହୋଇଯାଇଛି ପୁସ୍ତକ ମେଳା । ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ରମାକାନ୍ତ ରଥ ପ୍ରମୁଖ୍ ଅତିଥି ଭାବରେ ଯୋଗ ଦେଇଛନ୍ତି । ଚଳିତ ବର୍ଷ 200ରୁ ଊର୍ଦ୍ଧ୍ବ ପୁସ୍ତକ ଷ୍ଟଲ ଖୋଲାଯାଇଛି । ବିଭିନ୍ନ ପ୍ରକାରର ପୁସ୍ତକ ଗୁ଼ଡିକ ମେଳାରେ ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଦିନ ବଢିବା ସାଙ୍ଗକୁ ପାଠକଙ୍କ ଭିଡ଼ ଲାଗିବ ବୋଲି ଆଶା କରାଯାଉଛି । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବହି ପଢିବାର ଆଗ୍ରହ ସୃଷ୍ଟି କରିବା ଓ ସିଧା ସଳଖ ଯୋଡିବା ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆସନ୍ତା 10 ଦିନ ଧରି ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାହିତ୍ୟ ଆଲୋଚନା, କବିତା ଆସର, ପୁସ୍ତକ ଉନ୍ମୋଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଭୁବନେଶ୍ବରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆରମ୍ଭ ହେଲା 22 ତମ କଳିଙ୍ଗ ପୁସ୍ତକ ମେଳା।

ଆଜି ଠାରୁ ରାଜଧାନୀ ର ପ୍ରଦର୍ଶନୀ ପଡିଆ ରେ ଆରମ୍ଭ ହେଲା କଳିଙ୍ଗ ପୁସ୍ତକ ମେଳା। ଚଳିତ ବର୍ଷ କଳିଂଗ ପୁସ୍ତକ ମେଳା 22 ତମ ରେ ପହଂଚି ଥିବା ବେଳେ ଆଜିଠାରୁ ଆରମ୍ଭ କରି ଆସନ୍ତା 9 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ 200 ରୁ ଉର୍ଦ୍ଧ୍ବ ପ୍ରକାଶିତ ପୁସ୍ତକ ଷ୍ଟଲ ସବୁ ଲାଗିଥିବା ବେଳେ ଦିନ ବଢିବା ସଙ୍ଗକୁ ପାଠକ ଙ୍କ ଭିଡ଼ ଲାଗିବ ବୋଲି ଆଶା କରାଯାଉଛି। ଆଜିକାର ଉଦଘାଟନୀ ସମାରେହ ରେ ଭୁବନେଶ୍ୱର ପୁସ୍ତକ ମେଳା ଆଜି ଉଦଘାଟନ କଲେ ମନ୍ତ୍ରୀ ଶ୍ରୀ ରଘୁ ନନ୍ଦନ ଦାସ , ରମାକାନ୍ତ ରଥ, ପ୍ରମୂଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ। Body:ଆରମ୍ଭ ହେଲା 22 ତମ କଳିଙ୍ଗ ପୁସ୍ତକ ମେଳା।

ଆଜି ଠାରୁ ରାଜଧାନୀ ର ପ୍ରଦର୍ଶନୀ ପଡିଆ ରେ ଆରମ୍ଭ ହେଲା କଳିଙ୍ଗ ପୁସ୍ତକ ମେଳା। ଚଳିତ ବର୍ଷ କଳିଂଗ ପୁସ୍ତକ ମେଳା 22 ତମ ରେ ପହଂଚି ଥିବା ବେଳେ ଆଜିଠାରୁ ଆରମ୍ଭ କରି ଆସନ୍ତା 9 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ 200 ରୁ ଉର୍ଦ୍ଧ୍ବ ପ୍ରକାଶିତ ପୁସ୍ତକ ଷ୍ଟଲ ସବୁ ଲାଗିଥିବା ବେଳେ ଦିନ ବଢିବା ସଙ୍ଗକୁ ପାଠକ ଙ୍କ ଭିଡ଼ ଲାଗିବ ବୋଲି ଆଶା କରାଯାଉଛି। ଆଜିକାର ଉଦଘାଟନୀ ସମାରେହ ରେ ଭୁବନେଶ୍ୱର ପୁସ୍ତକ ମେଳା ଆଜି ଉଦଘାଟନ କଲେ ମନ୍ତ୍ରୀ ଶ୍ରୀ ରଘୁ ନନ୍ଦନ ଦାସ , ରମାକାନ୍ତ ରଥ, ପ୍ରମୂଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.