ETV Bharat / city

ଆଜି ରାଜ୍ୟରେ ସୁସ୍ଥ ହେଲେ 228 କୋରୋନା ଆକ୍ରାନ୍ତ

ରବିବାର ରାଜ୍ୟରୁ 228 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 29ହଜାର 546ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଜି ରାଜ୍ୟରେ ସୁସ୍ଥ ହେଲେ 228 ଆକ୍ରାନ୍ତ
ଆଜି ରାଜ୍ୟରେ ସୁସ୍ଥ ହେଲେ 228 ଆକ୍ରାନ୍ତ
author img

By

Published : Jan 17, 2021, 8:54 PM IST

ଭୁବନେଶ୍ବର: ରାଜ୍ୟରେ ଖସୁଛି ସଂକ୍ରମଣ । ରବିବାର ରାଜ୍ୟରୁ 228 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 29ହଜାର 546 ରେ ପହଞ୍ଚିଛି । ତେବେ ସୁନ୍ଦରଗଡ ଜିଲ୍ଲାରୁ ଆଜି ସର୍ବାଧିକ 39 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ରାଜ୍ୟରେ ସୁସ୍ଥ ହେଲେ 228 ଆକ୍ରାନ୍ତ
ଆଜି ରାଜ୍ୟରେ ସୁସ୍ଥ ହେଲେ 228 ଆକ୍ରାନ୍ତ

ସୁନ୍ଦରଗଡରେ ମୋଟ 39ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ 23, ଖୋର୍ଦ୍ଧାରୁ 20, କେନ୍ଦୁଝରରୁ 19, ବାଲେଶ୍ବରରୁ 16, ବରଗଡରୁ 13, ଯାଜପୁରରୁ 12, ଝାରସୁଗୁଡାରୁ 10, ନୂଆପଡାରୁ 10, ବଲାଙ୍ଗୀରରୁ 9, କଟକରୁ 8, ଗଜପତିରୁ 7, କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ 5, ଦେବଗଡରୁ 4, ପୁରୀରୁ 4, ସୋନପୁରରୁ 4, ଭଦ୍ରକରୁ 3, ରାୟଗଡାରୁ 3, ସମ୍ବଲପୁରରୁ 3, ବୌଦ୍ଧ ଓ ଗଞ୍ଜାମରୁ 2, ଜଗତସିଂହପୁର ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା 5 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.