ETV Bharat / city

STATE CORONA: ଦିନକରେ 2215 ପଜିଟିଭ ଚିହ୍ନଟ

author img

By

Published : Jul 18, 2021, 9:01 AM IST

କୋରୋନା ସଂକ୍ରମଣ ଲାଗୁନି ଲଗାମ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2215 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ..

2215 covid positive cases found in state
STATE CORONA : ଦିନକରେ 2215 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଲାଗୁନି ଲଗାମ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2215 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 1272 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 943ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 54 ହଜାର 326ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 483 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 89, ବାଲେଶ୍ବରରୁ 150, ବରଗଡ଼ରୁ 14, ଭଦ୍ରକରୁ 78, ବଲାଙ୍ଗୀରରୁ 18, ବୌଦ୍ଧରୁ 16, କଟକରୁ 384, ଦେବଗଡ଼ରୁ 1, ଢେଙ୍କାନାଳରୁ 54, ଗଜପତିରୁ 17, ଗଞ୍ଜାମରୁ 12, ଜଗତସିଂହପୁରରୁ 126, ଯାଜପୁରରୁ 124, ଝାରସୁଗୁଡ଼ାରୁ 10, କଳାହାଣ୍ଡିରୁ 5, କନ୍ଧମାଳରୁ 14, କେନ୍ଦ୍ରାପଡ଼ାରୁ 95, କେନ୍ଦୁଝରରୁ 42, କୋରାପୁଟରୁ 10, ମାଲକାନଗିରିରୁ 25, ମୟୂରଭଞ୍ଜରୁ 99, ନବରଙ୍ଗପୁରରୁ 4, ନୟାଗଡ଼ରୁ 69, ନୂଆପଡ଼ାରୁ 5, ପୁରୀରୁ 84, ରାୟଗଡ଼ାରୁ 29, ସମ୍ବଲପୁରରୁ 41, ସୋନପୁରରୁ 10, ସୁନ୍ଦରଗଡ଼ରୁ 43, ଷ୍ଟେଟ ପୁଲ୍‌ରୁ 100 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.