ETV Bharat / city

ପଦୋନ୍ନତି ପାଇଲେ ୨୧୭୩ ଜଣ ଶିକ୍ଷକ

ରାଜ୍ୟରେ ୨୧୭୩ ଜଣ ସରକାରୀ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି । ଏହି ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକ ପଦକୁ ଉନ୍ନତ ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ...

author img

By

Published : Sep 15, 2020, 6:12 PM IST

ପଦୋନ୍ନତି ପାଇଲେ ୨୧୭୩ ଜଣ ଶିକ୍ଷକ
ପଦୋନ୍ନତି ପାଇଲେ ୨୧୭୩ ଜଣ ଶିକ୍ଷକ

ହାଇଦ୍ରାବାଦ: ରାଜ୍ୟରେ ୨୧୭୩ ଜଣ ସରକାରୀ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି । ଏହି ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକ ପଦକୁ ଉନ୍ନତ ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସମସ୍ତ ୨୧୭୩ ଜଣ ସରକାରୀ ଶିକ୍ଷକଙ୍କୁ ଏହି ଅବସରରେ ଶୁଭେଛା ଜଣାଇଛନ୍ତି ସମୀର । ଗତ ଦୁଇ ଦିନ ତଳେ ମନ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି । କିନ୍ତୁ ଟ୍ବିଟରରେ ମାଧ୍ୟମରେ ବିଭାଗୀୟ ମନ୍ତ୍ରୀ ଏହି ସୂଚନା ଦେବା ସହ ଅଭିନନ୍ଦନ ମଧ୍ୟ ଜ୍ଞାପନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.