ETV Bharat / city

ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 215

author img

By

Published : Apr 5, 2021, 7:52 PM IST

ରାଜ୍ୟରେ ସୋମବାର 215 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 38 ହଜାର 150 । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 215
ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 215

ଭୁବନେଶ୍ବର: ରାଜ୍ୟରେ ସୋମବାର 215 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 38 ହଜାର 150 ।

ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 215
ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 215

ସୋମବାର ସୁସ୍ଥ ହୋଇଥିବା 215 ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 46 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକ 20 , ନୂଆପଡାରୁ 20, କଳାହାଣ୍ଡି 12, ସୁନ୍ଦରଗଡ 12, ସମ୍ବଲପୁର 11, ଝାରସୁଗୁଡା ଓ ମୟୂରଭଞ୍ଜ 10, ବଲାଙ୍ଗୀର 9, ବରଗଡ 8, ବାଲେଶ୍ବର ଓ ଗଞ୍ଜାମ 6, ଯାଜପୁର, କେନ୍ଦୁଝର ଓ ପୁରୀ 5, ବୌଦ୍ଧ ଓ ଜଗତସିଂହପୁର 4, ଅନୁଗୋଳ 3, ଢେଙ୍କାନାଳ 2, କେନ୍ଦ୍ରାପଡା ଓ କୋରାପୁଟ 2, ରାୟଗଡା 1 ଏବଂ ଷ୍ଟେଟ ପୋଲରୁ 12 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 215
ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 215

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.