ETV Bharat / city

ରାଜ୍ୟରେ 21 ଜଣଙ୍କ ଜୀବନ ନେଲା କିଲର ଭାଇରସ

author img

By

Published : May 8, 2021, 9:36 AM IST

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଦିନକରେ ପୁଣି 21 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

21 covid patients died in state
କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ ; 21 ଜୀବନ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଦିନକରେ ପୁଣି 21 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 2161କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅନୁଗୋଳର 35 ବର୍ଷିୟ 2 ଜଣ ପୁରୁଷ ରହିଥିବା ବେଳେ ଭଦ୍ରକର 92 ବର୍ଷିୟ, 50 ବର୍ଷିୟ ପୁରୁଷଙ୍କ ମୁଣ୍ତ ନେଇଛି ସଂକ୍ରମଣ । କଟକରେ 38 ବର୍ଷିୟ ପୁରୁଷ , 60 ବର୍ଷିୟ ମହିଳା , ଢେଙ୍କାନାଳରେ 38 ବର୍ଷିୟ ପୁରୁଷ, ଗଞ୍ଜାମରେ 24 ବର୍ଷିୟ ପୁରୁଷ , ଜଗତସିଂହପୁରରେ 50 ବର୍ଷିୟ ପୁରୁଷ ଓ ଯାଜପୁରରେ 30 ବର୍ଷିୟ ମହିଳାଙ୍କର ମୃତ୍ୟୁ ଘଟିଛି ।

ସେହିପରି, କେନ୍ଦୁଝରରେ 59 ବର୍ଷିୟ ପୁରୁଷ , କେନ୍ଦ୍ରାପଡାରେ 72 ବର୍ଷିୟ ପୁରୁଷ ,ଖୋର୍ଦ୍ଧାରେ 48 ବର୍ଷିୟ ପୁରୁଷ, କଳାହାଣ୍ତିରେ 44 ଓ 71 ବର୍ଷିୟ ମହିଳାଙ୍କର ଜୀବନ ନେଇଛି ମହାମାରୀ । କଳାହାଣ୍ତିରେ 40 ବର୍ଷିୟ ପୁରୁଷ ଓ 45 ବର୍ଷିୟ ମହିଳା ,ନୂଆପଡାରେ 85 ବର୍ଷିୟ ମହିଳା, ପୁରୀରେ 40 ବର୍ଷିୟ ପୁରୁଷ, ସୁନ୍ଦରଗଡରେ 44 ବର୍ଷିୟ ପୁରୁଷ ଓ 68 ବର୍ଷିୟ ମହିଳାଙ୍କର ଜୀବନ ନେଇଛି କିଲର ଭାଇରସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.