ETV Bharat / city

Covid Recovery Report: ସୁସ୍ଥ ହେଲେ ୨୦୫ କୋଭିଡ ସଂକ୍ରମିତ - କୋରୋନା ଆରୋଗ୍ୟ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୫ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୫୦୫ କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ସୁସ୍ଥ ହେଲେ  ୨୦୫ କୋଭିଡ ସଂକ୍ରମିତ

author img

By

Published : Nov 14, 2021, 9:40 PM IST

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୫ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୫୦୫ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୫୯ ଆକ୍ରାନ୍ତ । ଖୋର୍ଦ୍ଧା ପରେ ଭଦ୍ରକରୁ ୫୯ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 205 Covid patients have recovered and are being discharged on 14.11.2021

    59 from Khordha
    22 from Bhadrak
    21 from Sambalpur
    16 from Cuttack
    13 from Baleswar
    8 from Jajapur
    7 from Balangir
    6 from Jagatsinghpur
    6 from Kendrapara
    6 from Sundargarh
    5 from Malkangiri

    — H & FW Dept Odisha (@HFWOdisha) November 14, 2021 " class="align-text-top noRightClick twitterSection" data=" ">

ସେହିପରି ସମ୍ବଲପୁରରୁ ୨୧, କଟକରୁ ୧୬, ବାଲେଶ୍ବରରୁ ୧୩, ଯାଜପୁରରୁ ୮, ବଲାଙ୍ଗୀରରୁ ୭ ଓ ଜଗତସିଂହପୁରରୁ ୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କେନ୍ଦ୍ରାପଡାରୁ ୬, ସୁନ୍ଦରଗଡରୁ ୬, ମାଲକାନଗିରିରୁ ୫ ଓ ମୟୂରଭଞ୍ଜରୁ ୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।ରାୟଗଡାରୁ ୪, ଗଞ୍ଜାମରୁ ୩, ପୁରୀରୁ ୩, ବରଗଡରୁ ୨, ଝାରସୁଗୁଡାରୁ ୨, ଦେବଗଡରୁ ୧, କୋରାପୁଟରୁ ୧ ଓ ସୋନପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୧୪ ରହିଛି ।

  • 5 from Mayurbhanj
    4 from Rayagada
    3 from Ganjam
    3 from Puri
    2 from Bargarh
    2 from Jharsuguda
    1 from Deogarh
    1 from Koraput
    1 from Sonepur
    14 from State Pool

    The total recovered cases of Odisha now stand at 1034505

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.