ETV Bharat / city

ବିଜୁ ଯୁବ ବାହିନୀଙ୍କୁ ଦାୟିତ୍ବ, ଲଗାଇବେ 2ଟି ଗଛ

‘ବିଜୁ ଯୁବ ବାହିନୀ’ ପକ୍ଷରୁ ଆଜି(ଗୁରୁବାର) ସ୍ଥାନୀୟ ଗାନ୍ଧୀ ପାର୍କଠାରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ସବୁଜ ବନାନୀ’ର ଶୁଭାରମ୍ଭ ହୋଇଛି ।

author img

By

Published : Sep 5, 2019, 11:13 PM IST

ଯୁବବାହିନୀ ସଦସ୍ୟଙ୍କୁ ଟାର୍ଗେଟ, ଲଗାଇବେ 2ଟି ଗଛ

ଭୁବନେଶ୍ବର: ‘ବିଜୁ ଯୁବ ବାହିନୀ’ ପକ୍ଷରୁ ଆଜି(ଗୁରୁବାର) ସ୍ଥାନୀୟ ଗାନ୍ଧୀ ପାର୍କଠାରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ସବୁଜ ବନାନୀ’ର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ ବିଜୁ ଯୁବବାହିନୀ କର୍ମକର୍ତ୍ତା ଦୁଇଗୋଟି ଗଛ ଲଗାଇବା ସହ ତାହାର ଯତ୍ନ ନେବେ । ତାହା ସହିତ ନିଜ ନିଜ ଅଞ୍ଚଳରେ ବୃକ୍ଷରୋପଣ କରି ଏହାର ଯତ୍ନ ନେବାକୁ ଜନ ସାଧାରଣଙ୍କୁ ଅବଗତ କରିବେ ।

2.5 lakhs Biju Yuva Bahini targets

ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ରାଜ୍ୟର ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କରେ ସରକାରୀ, ବେସରକାରୀ, ପତିତ ବା ଅବ୍ୟବହୃତ ଜମିରେ ଆବଶ୍ୟକୀୟ ଅନୁମତି ନେଇ ପାଞ୍ଚ ଲକ୍ଷରୁ ଉର୍ଦ୍ଧ ଗଛ ଲଗାଇବା ପାଇଁ ସ୍ଥିର ହୋଇଛି ।

Biju Yuva Bahini targets

ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡଃ ସନ୍ଦୀପ୍‌ ତ୍ରିପାଠୀ, କ୍ରୀଡା ଓ ଯୁବ ବିଭାଗର ଶାସନ ସଚିବ ବିଶାଲ୍‌ କୁମାର ଦେବ୍‌, ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେବାସହ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗଛ ଲଗାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ଦୁଇ ଶହରୁ ଅଧିକ ବିଜୁ ଯୁବ ବାହିନୀ ସ୍ବେଚ୍ଛାସେବୀ ଉପସ୍ଥିତ ରହି ରାଜ୍ୟରେ ସବୁଜିମା ସୃଷ୍ଟିପାଇଁ ବୃକ୍ଷରୋପଣ କରବାକୁ ଶପଥ ନେଇଥିଲେ ।

ଏଠାରେ ସୂଚନାଯୋଗ୍ୟ କି ମହାବାତ୍ୟା ‘ଫନି’ରେ ଓଡ଼ିଶାର ବୃକ୍ଷ ସମ୍ପଦର ଅନେକ କ୍ଷତି ଘଟିଛି ଓ ସବୁଜିମା ଅନେକାଂଶରେ ନଷ୍ଟ ହୋଇଛି । ତେଣୁ ବିଜୁ ଯୁବ ବାହିନୀ 2019-20 ବର୍ଷରେ ‘ସବୁଜ ବନାନୀ’ ନାମରେ ଏକ ସାମାଜିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ଅଢ଼େଇ ଲକ୍ଷରୁ ଊଦ୍ଧ୍ୱର୍ ବିଜୁ ଯୁବ ବାହିନୀ ସେ୍ୱଚ୍ଛାସେବୀ ପ୍ରତ୍ୟେକେ ଦୁଇଗୋଟି ଗଛ ଲଗାଇ ତାହାର ଯନି ନେବେ ଓ ତାହା ସହିତ ନିଜ ନିଜ ଅଞ୍ଚଳରେ ବୃକ୍ଷରୋପଣ କରି ତା’ର ଯନି ନେବାକୁ ଜନ ସାଧାର ଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କର çବେ । ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ରାଜ୍ୟର ପଞ୍ଚାୟତ ଓ ପୌରାଞ୍ଚଳମାନଙ୍କରେ ସରକାରୀ, ବେସରକାରୀ, ପତିତ ବା ଅବ୍ୟବହୃତ ଜମିରେ ଆବଶ୍ୟକୀୟ ଅନୁମତି ନେଇ ପାଞ୍ଚ ଲକ୍ଷରୁ ଊଦ୍ଧ୍ୱର୍ ଗଛ ଲଗାଇବା ପାଇଁ ସ୍ଥିର ହୋଇଛି । ‘ବିଜୁ ଯୁବ ବାହିନୀ’ ପକ୍ଷରୁ ଆଜି ସ୍ଥାନୀୟ ଗାନ୍ଧୀ ପାର୍କଠାରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ସବୁଜ ବନାନୀ’ର ଶୁଭାରମ୍ଭ ହୋଇଛି ।

ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଇଲେକେଫ୍ରାନିକ୍ସ୍‌, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ପ୍ରଧାନ ମୁଖ୍ୟ ବନ ସଂର କ୍ଷକ ଡ. ସନ୍ଦୀପ୍‌ ତି୍ରପାଠୀ, କୀ୍ର ଡ଼ା ଓ ଯୁବ ବିଭାଗର ଶାସନ ସଚିବ ଶ୍ରୀ ବିଶାଲ୍‌ କୁମାର ଦେବ୍‌ ଓ ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେବାସହ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗଛ ଲଗାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଦୁଇ ଶହରୁ ଅଧିକ ବିଜୁ ଯୁବ ବାହିନୀ ସେ୍ୱଚ୍ଛାସେବୀ ଉପସ୍ଥିତ ରହି ରାଜ୍ୟରେ ସବୁଜିମା ସୃଷ୍ଟିପାଇଁ ବୃକ୍ଷରୋପଣ କରବାକୁ ଶପଥ ନେଇଥିଲେ । ଏଠାରେ ସୂଚନାଯୋଗ୍ୟ କି ମହାବାତ୍ୟା ‘ଫନୀ’ରେ ଓଡ଼ିଶାର ବୃକ୍ଷ ସମ୍ପଦର ଅନେକ କ୍ଷତି ଘଟିଛି ଓ ସବୁଜିମା ଅନେକାଂଶରେ ନଷ୍ଟ ହୋଇଛି । ତେଣୁ ବିଜୁ ଯୁବ ବାହିନୀ ୨୦୧୯-୨୦ ବର୍ଷରେ ‘ସବୁଜ ବନାନୀ’ ନାମରେ ଏକ ସାମାଜିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି । Body:HmmConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.