ETV Bharat / city

ରାଜ୍ୟରେ ଦିନକରେ 19 କୋରୋନା ଆକ୍ରାନ୍ତ ମୃତ - କୋରୋନା ମୃତ୍ୟୁ ସଂଖ୍ୟା

ଦିନକରେ ରାଜ୍ୟରୁ 19 କୋରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ । ମୋଟ ମୃତ୍ୟୁସଂଖ୍ୟା 2 ହଜାର ପାର । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରୁ 19 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

author img

By

Published : May 16, 2021, 12:46 PM IST

ଭୁବନେଶ୍ବର: ପୁଣି ରାଜ୍ୟରୁ 19 ଆକ୍ରାନ୍ତ କୋରୋନାରେ ଆଖି ବୁଜିଲେ । ମୋଟ ମୃତ୍ୟୁସଂଖ୍ୟା 2 ହଜାର 313ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ଜଣେ 22 ବର୍ଷିୟ ଯୁବକ ଅଛନ୍ତି ।

ସେହିପରି ଅନୁଗୋଳରୁ 84 ବର୍ଷିୟ ଏବଂ 50 ବର୍ଷିୟ ମହିଳା ଅଛନ୍ତି । 50 ବର୍ଷିୟ ମହିଳା ଜଣକ ମଧୁମେୟ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଭୁବନେଶ୍ବରର 58 ବର୍ଷିୟ ପୁରୁଷ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଖୋର୍ଦ୍ଧାର 60 ବର୍ଷିୟ ପୁରୁଷ ଆସ୍ଥମା, ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗରେ ପୀଡିତ ଥିଲେ । 19 ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର 29 ବର୍ଷିୟ ଯୁବତୀ, ଗଜପତିର 45 ବର୍ଷିୟ ପୁରୁଷ, କେନ୍ଦ୍ରାପଡାର 49 ବର୍ଷିୟ ମହିଳା, ଖୋର୍ଦ୍ଧାର 41 ବର୍ଷିୟ ପୁରୁଷ, ନବରଙ୍ଗପୁରର 28 ବର୍ଷିୟ ଯୁବତୀ, ରାୟଗଡାର 72 ବର୍ଷିୟ ପୁରୁଷ ଏବଂ 38 ବର୍ଷିୟ ମହିଳା, ନୂଆପଡାର 55 ବର୍ଷିୟ ମହିଳା, ନୟାଗଡର 68 ବର୍ଷିୟ ପୁରୁଷ, ନୂଆପଡାର 23 ବର୍ଷିୟ ଯୁବକ, ପୁରୀର 58 ବର୍ଷିୟ ମହିଳା, ରାୟଗଡାର 39 ବର୍ଷିୟ ପୁରୁଷ, ସୁନ୍ଦରଗଡର 30 ବର୍ଷିୟ ମହିଳା ଏବଂ 45 ବର୍ଷିୟ ପୁରୁଷ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.