ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 1740 କୋରୋନା ଆକ୍ରାନ୍ତ

author img

By

Published : Apr 20, 2021, 10:01 PM IST

ରାଜ୍ୟରେ ସୁସ୍ଥ ହେଲେ 1740 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥହାର 3ଲକ୍ଷ 49 ହଜାର 377କୁ ବୃଦ୍ଧି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ 1740 କରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 1740 କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ପୁଣି ସୁସ୍ଥ ହେଲେ 1740 କୋରୋନା ଆକ୍ରାନ୍ତ । ନୂଆପଡାରୁ ସର୍ବାଧିକ 336 ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ 317, ଖୋର୍ଦ୍ଧାରୁ 152, ବଲାଙ୍ଗୀରରୁ 87, ସମ୍ବଲପୁରରୁ 86, ନବରଙ୍ଗପୁରରୁ 82, ବରଗଡରୁ 64, କଟକରୁ 56 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥ ହେଲେ 1740 କରୋନା ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 1740 କୋରୋନା ଆକ୍ରାନ୍ତ

ସେହିପରି କେନ୍ଦୁଝରରୁ 48, ଗଞ୍ଜାମରୁ 47, ଗଜପତିରୁ 44, ଅନୁଗୁଳ ଓ ପୁରୀରୁ 43 ଲେଖାଏଁ, ମୟୂରଭଞ୍ଜରୁ 39, ଯାଜପୁରରୁ 38, ଭଦ୍ରକରୁ 36, ବାଲେଶ୍ବରରୁ 33, କଳାହାଣ୍ଡିରୁ 30, ଝାଡସୁଗୁଡାରୁ 22, ରାୟଗଡାରୁ 20, କୋରାପୁଟରୁ 17, ନୟାଗଡରୁ 15, ସୋନପୁରରୁ 13, କନ୍ଧମାଳରୁ 11, ଦେଓଗଡରୁ 10, କେନ୍ଦ୍ରାପଡାରୁ 6, ଜଗତସିଂହପୁରରୁ 5, ଢେଙ୍କାନାଳରୁ 3, ମାଲକାନଗିରିରୁ 2 ଓ ଷ୍ଟେଟପୁଲରୁ 35 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥହାର 3ଲକ୍ଷ 49 ହଜାର 377ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.