ETV Bharat / city

ଆଜି 17 ଜଣଙ୍କ ପ୍ରାଣ ନେଲା କୋରୋନା

author img

By

Published : Nov 21, 2020, 1:00 PM IST

ରାଜ୍ୟରେ ପୁଣି ଗଡ଼ିଲା 17 ଜଣଙ୍କ ମୁଣ୍ଡ । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1625ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି 17 ଜଣଙ୍କ ପ୍ରାଣ ନେଲା କୋରୋନା
ଆଜି 17 ଜଣଙ୍କ ପ୍ରାଣ ନେଲା କୋରୋନା

ଭୁବନେଶ୍ବର: ରାଜ୍ୟରେ ପୁଣି ଗଡ଼ିଲା 17 ଜଣଙ୍କ ମୁଣ୍ଡ । ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1625ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରେ 81 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ କଟକରେ 65 ବର୍ଷ ଓ 55 ବର୍ଷର ପୁରୁଷଙ୍କର ମୄତ୍ୟୁ ଘଟିଛି । ଦେଓଗଡରେ 58 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଗଂଜାମରେ 60 ବର୍ଷର ଓ 58 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ଜଗତସିଂହପୁରରେ 57 ବର୍ଷର ପୁରୁଷ, କେନ୍ଦୁଝରରେ 59 ବର୍ଷ ଓ 65 ବର୍ଷର ପୁରୁଷ ଓ 29 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ମୟୂରଭଞ୍ଜରେ 44 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ପୁରୀରେ 40 ବର୍ଷର ପୁରୁଷ, ସୁନ୍ଦରଗଡରେ 72 ବର୍ଷର, 78 ବର୍ଷର, 70 ବର୍ଷର, 50 ବର୍ଷର ପୁରୁଷଙ୍କର ଓ 53 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.