ETV Bharat / city

ରାଜ୍ୟରେ ପୁଣି 17 ଜୀବନ ନେଲା କିଲର କୋରୋନା - odisha corona update

ଆଜି ପୁଣି 17 ମୁଣ୍ଡ ନେଇଛି କୋରୋନା । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1592ରେ ପହଞ୍ଚିଛି ।

ରାଜ୍ୟରେ ପୁଣି 17 ଜୀବନ ନେଲା କିଲର କୋରୋନା
ରାଜ୍ୟରେ ପୁଣି 17 ଜୀବନ ନେଲା କିଲର କୋରୋନା
author img

By

Published : Nov 19, 2020, 12:56 PM IST

ଭୁବନେଶ୍ବର: ଥମୁନି କୋରୋନା ମୃତ୍ୟୁ ସଂଖ୍ୟା । ସଂକ୍ରମଣ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି 17 ମୁଣ୍ଡ ନେଇଛି କୋରୋନା । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1592ରେ ପହଞ୍ଚିଛି ।

ଭଦ୍ରକରୁ 58 ବର୍ଷୀୟ ପୁରୁଷ, ଭୁବନେଶ୍ବରରୁ 43 ବର୍ଷୀୟ ପୁରୁଷ, ଭୁବନେଶ୍ବରରୁ 32 ବର୍ଷୀୟ ପୁରୁଷ, କଟକରୁ 54 ବର୍ଷୀୟ ମହିଳା, ଗଞ୍ଜାମ 45 ବର୍ଷୀୟ ପୁରୁଷ, ଗଜପତିରୁ 60 ବର୍ଷୀୟ ମହିଳା, କେନ୍ଦ୍ରାପଡାରୁ 55 ବର୍ଷୀୟ ମହିଳା, ନୟାଗଡରୁ 44 ବର୍ଷୀୟ ପୁରୁଷ, ରାୟଗଡାରୁ 41 ବର୍ଷୀୟ ମହିଳା, ସମ୍ବଲପୁରରୁ 74 ବର୍ଷୀୟ ପୁରୁଷ ଓ 53 ବର୍ଷୀୟ ପୁରୁଷ, 50 ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।

ସେହିପରି ସୁବର୍ଣ୍ଣପୁରରୁ 59 ବର୍ଷୀୟ ମହିଳା, ସୁନ୍ଦରଗଡରୁ 35 ବର୍ଷୀୟ ପୁରୁଷ, 87 ବର୍ଷୀୟ ପୁରୁଷ, 68 ବର୍ଷୀୟ ପୁରୁଷ, 76 ବର୍ଷୀୟ ପୁରୁଷ ଓ କୋରୋନାରେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

@H&FW

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.