ETV Bharat / city

ରାଜ୍ୟରେ ଦିନକରେ ମହାମାରୀ ନେଲା 17 ମୁଣ୍ଡ

author img

By

Published : May 6, 2021, 10:06 AM IST

ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ କୋରୋନା ନେଲା ପୁଣି 17 ଜଣଙ୍କ ଜୀବନ । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନା ନେଲା 17 ମୁଣ୍ଡ
ରାଜ୍ୟରେ କୋରୋନା ନେଲା 17 ମୁଣ୍ଡ

ଭୁବନେଶ୍ବର: ରାଜ୍ୟରେ ମହାମାରୀ କୋରୋନା ନେଲା ପୁଣି 17 ଜଣଙ୍କ ମୁଣ୍ଡ । ଆଜି ରାଜ୍ୟରେ 17 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେଥି ମଧ୍ୟରୁ ଭୁବନେଶ୍ବରରୁ 68, 51,38 ବର୍ଷିୟ 3 ଜଣ ପୁରୁଷ ହୋଇଥିବା ବେଳେ, ବାଲେଶ୍ବରୁ 40 ଓ 44 ବର୍ଷିୟ 2 ଜଣ ପୁରୁଷ ରହିଛନ୍ତି ।

ସେହିପରି ବୌଦ୍ଧରୁ ଜଣେ 40 ବର୍ଷିୟ ମହିଳା, ଦେବଗଡରୁ ଜଣେ 70 ବର୍ଷିୟ ପୁରୁଷ, ଝାରସୁଗୁଡାରୁ ଜଣେ 57 ବର୍ଷିୟ ପୁରୁଷ, ଖୋର୍ଦ୍ଧାରୁ ଜଣେ 60 ବର୍ଷିୟ ପୁରୁଷ, କେନ୍ଦୁଝରରୁ ଜଣେ 75 ବର୍ଷିୟ ପୁରୁଷ, କଳାହାଣ୍ଡିରୁ ଜଣେ 38ବର୍ଷିୟ ପୁରୁଷ, ମାଲକାନଗିରିରୁ 2ଜଣ 40 ଓ 63 ବର୍ଷିୟ ପୁରୁଷ, ନୟାଗଡରୁ ଜଣେ 50 ବର୍ଷିୟ ପୁରୁଷ, ରାୟଗଡାରୁ ଜଣେ 58ବର୍ଷିୟ ମହିଳା, ସମ୍ବଲପୁରରୁ ଜଣେ 37 ବର୍ଷିୟ ପୁରୁଷ, ସୁନ୍ଦରଗଡରୁ ଜଣେ 56 ବର୍ଷିୟ ପୁରୁଷ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.