ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ; ଦିନକରେ 1695 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ - state corona update

ରାଜ୍ୟରେ 2 ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ । 30 ଟି ଜିଲ୍ଲାରେ 1695 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ରାଜ୍ୟରେ କମୁଛି ସଂକ୍ରମଣ; ଦିନକରେ 1695 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

author img

By

Published : Oct 24, 2020, 11:55 AM IST

ଭୁବନେଶ୍ବର: ରାଜ୍ୟରେ 2 ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ । 30 ଟି ଜିଲ୍ଲାରେ 1695 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି । ହୋମ କ୍ବାରେଣ୍ଟାଇନରୁ 986 ଚିହ୍ନଟ ହୋଇଥିବାବେଳେ 709 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ଖୋର୍ଦ୍ଧାରେ 183 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 103, ଅନୁଗୋଳ 83, ବାଲେଶ୍ବରରେ 128, ବରଗଡରେ 56, ଭଦ୍ରକରେ 35, ବଲାଙ୍ଗୀରିରେ 65, ବୌଦ୍ଧରେ 11, ଢେଙ୍କାନାଳରେ 23, ଗଜପତିରେ 7, ଗଞ୍ଜାମରେ 45, ଜଗତସିଂହପୁରରେ 77, ଯାଜପୁରରେ 57, ଝାରସୁଗୁଡ଼ାରେ 45, କଳାହାଣ୍ଡିରେ 36, କନ୍ଧମାଳରେ 34, କେନ୍ଦ୍ରାପଡାରେ 42, କେନ୍ଦୁଝରରେ 73, କୋରାପୁଟରେ 45, ମାଲକାନଗିରିରେ 37, ମୟୂରଭଞ୍ଜରେ 45, ନବରଙ୍ଗପୁରରେ 51, ନୟାଗଡରେ 32 , ନୂଆପଡାରେ 92, ପୁରୀରେ 51, ରାୟଗଡାରେ 17, ସମ୍ବଲପୁରରେ 42, ସୋନପୁରରେ 24, ସୁନ୍ଦରଗଡରେ 110, ଷ୍ଟେଟ ପୋଲରୁ 35 ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 279582ରେ ପହଞ୍ଚିଥିବାବେଳେ ସୁସ୍ଥ ହେଇଛନ୍ତି 259418 ଜଣ । ଏବେ ସକ୍ରିୟ ମାମଲା ରହିଛି 18882 । ତେବେ ରାଜ୍ୟରେ ମୋଟ ଟେଷ୍ଟ ହୋଇଛି 4280274 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.