ETV Bharat / city

ଲକ୍ଷ୍ମୀସାଗର ଡେଭଲପ କମିଟି ଓ ଓଡ଼ିଶା ମୋ ପରିବାର ମିଳିତ ଶିବିରରୁ 160 ୟୁନିଟ ରକ୍ତ ସଂଗ୍ରହ - ଲକ୍ଷ୍ମୀସାଗର ଡେଭଲପ କମିଟି ରକ୍ତଦାନ ଶିବିର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଲକ୍ଷ୍ମୀସାଗର ଗ୍ରାମର କମ୍ୟୁନିଟି ସେଣ୍ଟର ଠାରେ ଲକ୍ଷ୍ମୀସାଗର ଡେଭଲପ କମିଟି ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ରେକର୍ଡ ସଂଖ୍ୟକ ୧୬୦ ୟୁନିଟ ରକ୍ତ ସଂଗୃହୀତ କରାଯାଇଛି । ଅଧିକ ପଢନ୍ତୁ...

ଲକ୍ଷ୍ମୀସାଗର ଡେଭଲପ କମିଟି ଓ ଓଡ଼ିଶା ମୋ ପରିବାର ମିଳିତ ଶିବିରରୁ 160 ୟୁନିଟ ରକ୍ତ ସଂଗ୍ରହ

author img

By

Published : Jun 27, 2021, 3:58 PM IST

ଭୁବନେଶ୍ବର: ସମ୍ପ୍ରତି କୋରୋନା କାଳରେ ରକ୍ତ ପାଇଁ ରୋଗୀ ଛଟପଟ ହେଉଛନ୍ତି । ଏପରି ଏକ କଠିନ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଲକ୍ଷ୍ମୀସାଗର ଗ୍ରାମର କମ୍ୟୁନିଟି ସେଣ୍ଟର ଠାରେ ଲକ୍ଷ୍ମୀସାଗର ଡେଭଲପ କମିଟି ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ରେକର୍ଡ ସଂଖ୍ୟକ ୧୬୦ ୟୁନିଟ ରକ୍ତ ସଂଗୃହୀତ କରାଯାଇଛି ।

ଲକ୍ଷ୍ମୀସାଗର ଡେଭଲପ କମିଟି ଓ ଓଡ଼ିଶା ମୋ ପରିବାର ମିଳିତ ଶିବିରରୁ 160 ୟୁନିଟ ରକ୍ତ ସଂଗ୍ରହ

ଶିବିରଟି ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ସିଂ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଧର୍ମଶାଳା ବିଧାୟକ ପ୍ରଣବ ପ୍ରକାଶ ବଳବନ୍ତରାୟ, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ସତୀଶ ଗଜଭିୟେ, ବିଜେଡି ରାଜ୍ୟ ସମ୍ପାଦକ ବିରଞ୍ଚି ନାରାୟଣ ମହସୁପକାର, ଉପ ସଭାପତି ଶ୍ରୀଧର ଜେନା, ମଧ୍ୟ ନିର୍ବାଚନ ମଣ୍ଡଳୀ ସଭାପତି ରବୀନ୍ଦ୍ର ନାଥ ଛୋଟରାୟ ଉପସ୍ଥିତ ଥିଲେ ।

ପୂର୍ବତନ କର୍ପୋରେଟର ନବ କିଶୋର ବେହେରା, ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମ୍ପାଦିକା ମୀରା ପରିଡା, ଯୁଗ୍ମ ସମ୍ପାଦକ ଜ୍ୟୋତିରଞ୍ଜନ ଜେନା, ଯୁଗ୍ମ ସମ୍ପାଦକ କିଶୋର ନାୟକ, ସମ୍ପାଦକ ବଦ୍ରି ନାରାୟଣ ମିଶ୍ର, ଜିଲ୍ଲା ସମ୍ପାଦକ ଦିଲୀପ ଜେନା, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମଳୟ ରଞ୍ଜନ ପତି, ଭୁବନେଶ୍ବର ଜୋନ ସଭାପତି ବିଜୟ କେତନ ସାହୁ, ସାଧାରଣ ସମ୍ପାଦକ ସାଂସଦ କୁମାର ନାୟକ, ସମାଜସେବୀ ଅକ୍ଷୟ ପ୍ରସାଦ ବେହେରା, ସଂଯୁକ୍ତା ମଲ୍ଲିକ, ସ୍ଥାନୀୟ ବରିଷ୍ଠ ନେତା ଉପେନ୍ଦ୍ର ସାମନ୍ତରାୟ, ଭାରତ କୁମାର ଲେଙ୍କା, ନରେନ୍ଦ୍ର ସାହୁ, ଶ୍ରୀନିବାସ ରାଉତ, ପ୍ରମୋଦ ନାୟକ, ଶଙ୍କର ପ୍ରଧାନ, ତରଣିସେନ ଲେଙ୍କା, ଯୋଗେନ୍ଦ୍ର ବେହେରା, ପ୍ରତାପ ଜେନା, କ୍ଷେତ୍ର ମୋହନ ସ୍ବାଇଁ, ପ୍ରତାପ ସ୍ଵାଇଁ, ରବୀନ୍ଦ୍ର ରାଉତ, ଦୀପକ ପରିଡ଼ା, ଅଜୟ ଲେଙ୍କା ଓ ଅଞ୍ଚଳର ସମସ୍ତ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ ସଦସ୍ୟ, ଲକ୍ଷ୍ମୀସାଗର ଡେଭଲପ କମିଟିର ସମସ୍ତ ସଦସ୍ୟ ବୃନ୍ଦ ଏବଂ ଗ୍ରାମର ସମସ୍ତ ଯୁବ ବଡ଼ ଓ ସାନ ଭାଇମାନେ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.