ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା; ଦିନକରେ 16 ମୃତ

author img

By

Published : Oct 20, 2020, 12:05 PM IST

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ଆଜି 16 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1168ରେ ପହଞ୍ଚିଛି ।

ରାଜ୍ୟରେ ପୁଣି 16 ଜୀବନ ନେଲା କୋରୋନା, ମୋଟ ମୃତ୍ୟୁ ସଂଖ୍ୟା 1168କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ମହାମାରୀ କୋରୋନା ପୁଣି ଜୀବନ । ଗଡିଲା 16 ମୁଣ୍ଡ । ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ଆଜିର 16 ମୃତକଙ୍କୁ ନେଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1168ରେ ପହଞ୍ଚିଛି ।

ରାଜ୍ୟରେ ବଢୁଛି ସଂକ୍ରମଣ କମୁଛି ମୃତ୍ୟୁ ସଂଖ୍ୟା, ପୁଣି 16 ଜୀବନ ନେଲା ମହାମାରୀ

ଚିହ୍ନଟ 16 ମୃତକଙ୍କ ମଧ୍ୟରେ ଝାରସୁଗୁଡ଼ାର 40 ବର୍ଷୀୟ ପୁରୁଷ, ଭଦ୍ରକର 60 ବର୍ଷୀୟ ବୃଦ୍ଧ, କଟକର 59 ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର 58 ବର୍ଷୀୟ ପୁରୁଷ ଓ ଜଣେ 72 ବର୍ଷୀୟ ବୃଦ୍ଧା ଅଛନ୍ତି । ସେହିପରି କେନ୍ଦ୍ରାପଡାର 82 ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାର 72 ବର୍ଷୀୟ ବୃଦ୍ଧା, ମୟୂରଭଞ୍ଜରେ ଜଣେ 72 ବର୍ଷୀୟ ବୃଦ୍ଧ ଓ ବୃଦ୍ଧା, 60 ବର୍ଷୀୟ ବୃଦ୍ଧା ଓ ଜଣେ 30 ବର୍ଷୀୟ ମହିଳା, କଳାହାଣ୍ଡିର 72 ବର୍ଷୀୟ ବୃଦ୍ଧ, 24 ବର୍ଷୀୟ ଯୁବକ ଓ 60 ବର୍ଷୀୟ ବୃଦ୍ଧ, ନୂଆପଡାର 48 ବର୍ଷୀୟ ମହିଳା ଓ 74 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ତେବେ ଏସମସ୍ତ ସଂକ୍ରମିତ ଅନ୍ୟାନ୍ୟ ରୋଗୀରେ ମଧ୍ୟ ପୀଡିତ ଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.