ETV Bharat / city

କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ: ଆଜି ପୁଣି 16 ଜଣଙ୍କ ଜୀବନ ନେଲା କୋରୋନା

author img

By

Published : Nov 16, 2020, 12:06 PM IST

କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି 16 ଜଣଙ୍କର ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1543ରେ ପହଞ୍ଚିଛି । ଅଧିକ ପଢନ୍ତୁ...

16 more corona patient died in odisha today
ଆଜି ପୁଣି 16 ମୁଣ୍ଡ ନେଲା କୋରୋନା

ଭୁବନେଶ୍ବର:ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଆଜି ପୁଣି 16 ଜଣଙ୍କର ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1543ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମୃତକଙ୍କ ମଧ୍ୟରେ ବରଗଡରେ 65 ଓ 78 ବର୍ଷର ପୁରୁଷ ଓ 24 ବର୍ଷର ଯୁବତୀ, ଭୁବନେଶ୍ବରରେ 47 ବର୍ଷର ମହିଳା, ଦେଓଗଡରେ 55 ବର୍ଷର ପୁରୁଷ, ଝାରସୁଗୁଡ଼ାରେ 56 ବର୍ଷର ମହିଳା ଓ 80 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ମୟୂରଭଞ୍ଜରେ 60 ବର୍ଷର ମହିଳା, ନୟାଗଡରେ 49 ବର୍ଷର ପୁରୁଷ, ପୁରୀରେ 58 ବର୍ଷର ମହିଳା ମୃତ୍ୟୁ ବରଣ କରିଥିବା ବେଳେ ସୁନ୍ଦରଗଡରେ 72 ଓ 64 ବର୍ଷର ମହିଳା ଓ 73 ,58 ଓ 70 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।

ଭୁୂନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.