ETV Bharat / city

କଏଦୀଙ୍କ କାର୍ଯ୍ୟକଳାପ ଦେଖି କମିଟି ଖୁସି, ସମୟସୀମା ପୂର୍ବରୁ ମୁକୁଳିବେ ୧୬ କଏଦୀ

author img

By

Published : Jun 22, 2021, 12:14 PM IST

ରାଜ୍ୟରେ 16 କଏଦୀଙ୍କ ପାଇଁ ଖୁସି ଖବର । ସମୟସୀମା ପୂର୍ବରୁ ମୁକୁଳିବେ ୧୬ କଏଦୀ । ଅଧିକ ପଢନ୍ତୁ...

ମନମୁଗ୍ଧ କଲେ କଏଦୀ, ସମୟସୀମା ପୁର୍ବରୁ ମୁକୁଳିବେ ୧୬ କଏଦୀ

ଭୁବନେଶ୍ବର: ରାଜ୍ୟରେ 16 କଏଦୀଙ୍କ ପାଇଁ ଖୁସି ଖବର । ଦଣ୍ଡର ସମୟସୀମା ପୂର୍ବରୁ ଜେଲରୁ ମୁକୁଳିବେ 16 କଏଦୀ । ଜେଲରେ କଏଦୀଙ୍କର ସ୍ବଭାବ ଆଚାର ବ୍ୟବହାର ଓ ପରିବର୍ତ୍ତନ ଦେଖି ଷ୍ଟେଟ ସେଣ୍ଟେନସ ରିଭ୍ୟୁ କମିଟି ଏନେଇ ସୁପାରିଶ ଦେଇଛି ।

ଯେଉଁ ମାନେକି ଆଉ କିଛି ଦିନ ସଜା କାଟିବା କଥା । କିନ୍ତୁ ଏଭଳି ନିଷ୍ପତ୍ତି ପରେ ଭାଇଜାଗ ଜେଲରେ ଥିବା ଓଡ଼ିଶାର 3 କଏଦୀ, ବାଲେଶ୍ବର ଜେଲରେ ଥିବା 2 କଏଦୀ, ବାରିପଦା ଜେଲରେ ଥିବା ୨ଜଣ କଏଦୀଙ୍କ ସହ କଟକ ଚୌଦ୍ବାର, ସମ୍ବଲପୁର, ବାଣପୁର, ଢେଙ୍କାନାଳ, କୋଟପାଡ଼, ଖୋର୍ଦ୍ଧା ଜାମୁଝରି, ପୁରୀ, କୋରାପୁଟ, ବଲାଙ୍ଗୀର ଆଦି ଜେଲରେ ଥିବା ଜଣେ ଲେଖାଏଁ କଏଦୀ ମୁକ୍ତ ପାଇବେ ବୋଲି ଜେଲ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.