ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 1535, ଆରୋଗ୍ୟ ସଂଖ୍ୟା ଟପିଲା 45 ହଜାର - ରାଜ୍ୟରେ ସୁସ୍ଥ ହେଲେ 1535

ରାଜ୍ୟରେ ସର୍ବାଧିକ 1535 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ 45 ହଜାର ସୁସ୍ଥ ସଂଖ୍ୟା ଛୁଇଁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

1535 corona recovery in odisha
1535 corona recovery in odisha
author img

By

Published : Aug 18, 2020, 9:17 PM IST

ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ 1535 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ଏହାକୁ ମିଶାଇ ସୁସ୍ଥ 45 ହଜାର ସୁସ୍ଥ ସଂଖ୍ୟା ଛୁଇଁଛି ।

28ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧାରେ ସୁସ୍ଥ ସଂଖ୍ୟା 187 ରହିଥିବାବେଳେ ସୁନ୍ଦରଗଡରେ 178, ଗଞ୍ଜାମରେ 156, କନ୍ଧମାଳରେ 105, ପୁରୀରେ 96, କଟକରେ 84, କୋରାପୁଟରେ 73, ବରଗଡରେ 70, ନୟାଗଡରେ 63, ମାଲକାନଗିରିରେ 58, ବାଲେଶ୍ଵରରେ 52, କଳାହାଣ୍ଡିରେ 47, ଭଦ୍ରକରେ 42, ଯାଜପୁରରେ 39, ଗଜପତିରେ 27, କେନ୍ଦ୍ରାପଡାରେ 20, ସମ୍ବଲପୁରରେ 20, ଝାରସୁଗୁଡ଼ାରେ 19 ଜଣ ସୁସ୍ଥ ହୋଇଛନ୍ତି ।

ମୟୂରଭଞ୍ଜ ଓ କେନ୍ଦୁଝରରେ 17 ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳରେ 15, ରାୟଗଡାରେ 14, ନବରଙ୍ଗପୁରରେ 13, ବଲାଙ୍ଗୀରରେ ଓ ବୌଦ୍ଧରେ 7, ଜଗତସିଂହପୁରରେ 6, ନୂଆପଡାରେ 2 ଓ ସୋନପୁରରେ ଜଣେ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ 45314 ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.