ETV Bharat / city

ରାଜ୍ୟରେ ପୁଣି ସୁସ୍ଥ ହେଲେ 1503 କରୋନା ଆକ୍ରାନ୍ତ

author img

By

Published : Apr 19, 2021, 10:44 PM IST

ରାଜ୍ୟରେ 1503 କରୋନା ଆକ୍ରାନ୍ତ ସୁସ୍ଥ । ସୁନ୍ଦରଗଡରୁ ସର୍ବାଧିକ 352 ଆକ୍ରାନ୍ତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥହାର 3ଲକ୍ଷ 47ହଜାର 637କୁ ବୃଦ୍ଧି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି ସୁସ୍ଥ ହେଲେ 1503 କରୋନା ଆକ୍ରାନ୍ତ
ରାଜ୍ୟରେ ପୁଣି ସୁସ୍ଥ ହେଲେ 1503 କରୋନା ଆକ୍ରାନ୍ତ

ଭୁବନେଶ୍ବର: ପୁଣି କରୋନାରୁ ଆରୋଗ୍ୟ ଲାଭ କଲେ 1503 କରୋନା ଆକ୍ରାନ୍ତ । ସେଥିମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ 352 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ 191, ନୂଆପଡାରୁ 125, ସମ୍ବଲପୁରରୁ 77, ନବରଙ୍ଗପୁରରୁ 68, ବଲାଙ୍ଗୀରରୁ 59, ବରଗଡ ଓ କଟକରୁ 51ଲେଖାଏଁ, କେନ୍ଦୁଝର ଓ ମୟୂରଭଞ୍ଜରୁ 49 ଲେଖାଏଁ, କଳାହାଣ୍ଡିରୁ 46, ପୁରୀରୁ 44,ଗଞ୍ଜାମ ଓ ରାୟଗଡାରୁ 31 ଲେଖାଏଁ, ଭଦ୍ରକରୁ 30 ହୋଇଛନ୍ତି ।

ସେହିପରି ଦେବଗଡରୁ 29, ଅନୁଗୁଳରୁ 27, ଝାରସୁଗୁଡାରୁ 23, ଗଜପତି ଓ ଯାଜପୁରରୁ 19 ଲେଖାଏଁ, ବାଲେଶ୍ବରରୁ 17, ଜଗତସିଂହପୁର ଓ ସୋନପୁରରୁ 15 ଲେଖାଏଁ, ନୟାଗଡରୁ 12, କୋରାପୁଟରୁ 7, ମାଲକାଗିରିରୁ 5, ଢେଙ୍କାନାଳ ଓ କନ୍ଧମାଳରୁ 5 ଲେଖାଏଁ, କେନ୍ଦ୍ରାପଡାରୁ 4 ଓ ଷ୍ଟେଟପୁଲରୁ 45 କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥହାର 3ଲକ୍ଷ47ହଜାର637ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.