ETV Bharat / city

କୋରୋନା କାୟା, ଗୋଟିଏ ଦିନରେ ଗଡିଲା 15 ମୁଣ୍ତ

author img

By

Published : Sep 29, 2020, 12:11 PM IST

ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଗୋଟିଏ ଦିନରେ ଗଡିଲା 15 ମୁଣ୍ତ । ମୃତ୍ୟୁ ସଂଖ୍ୟା ଛୁଇଁଲା 828 । ଅଧିକ ପଢନ୍ତୁ.....

15 more corona patient died in state
କୋରୋନା କାୟା, ଗୋଟିଏ ଦିନରେ ଗଡିଲା 15 ମୁଣ୍ତ

ଭୁବନେଶ୍ବର: ଦିନକୁ ଦିନ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ପ୍ରତିଦିନ ଏକାଧିକ ମୁଣ୍ତ ନେଉଛି ଏହି କିଲର ଭାଇରସ । ରାଜ୍ୟରେ ଗୋଟିଏ ଦିନରେ 15 ଜୀବନ ନେଇଛି କୋରୋନା । ବାଲେଶ୍ବରରେ 56 ବର୍ଷର ପୁରୁଷ, 61 ବର୍ଷ ଓ 70 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ବରରେ 73 ବର୍ଷ, 50 ବର୍ଷ ଓ 60 ବର୍ଷର ପୁରୁଷଙ୍କର ପ୍ରାଣ ନେଇଛି ସଂକ୍ରମଣ ।

ସେହିପରି ବଲାଙ୍ଗୀରରେ 74 ବର୍ଷର ପୁରୁଷ, କଟକରେ 82 ବର୍ଷର ମହିଳା, 40 ବର୍ଷ ଓ 68 ବର୍ଷର ପୁରୁଷଙ୍କର ଜୀବନ ଯାଇଛି । ଝରସୁଗୁଡ଼ାରେ 67 ବର୍ଷର ପୁରୁଷ, ନବରଙ୍ଗପୁରରେ 30 ବର୍ଷର ମହିଳା, ପୁରୀରେ 65 ବର୍ଷର ଓ 49 ବର୍ଷର ପୁରୁଷ ଓ ସୁନ୍ଦରଗଡରେ 47 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 828ରେ ପହଞ୍ଚିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.