ETV Bharat / city

ଖଡଗପୁର-ହିଜଲି ତୃତୀୟ ଲାଇନ କାର୍ଯ୍ୟକ୍ଷମ, 14 ଟ୍ରେନ ବାତିଲ - ରେଳ ବାତିଲ ସୂଚନା

ଖଡଗପୁର ଏବଂ ହିଜଲି ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ କାରଣରୁ ବାତିଲ ହେଲା 14ଟି ଟ୍ରେନ୍ । ଜାଣନ୍ତି କେଉଁ ଟ୍ରେନ ବାତିଲ ଏବଂ ଆଂଶିକ ଚଳାଚଳ କରିବ । ଅଧିକ ପଢନ୍ତୁ

ଖଡଗପୁର-ହିଜଲି ତୃତୀୟ ଲାଇନ କାର୍ଯ୍ୟକ୍ଷମ, 14 ଟ୍ରେନ ବାତିଲ

author img

By

Published : May 13, 2022, 9:28 PM IST

ଭୁବନେଶ୍ବର: ଖଡଗପୁର ଏବଂ ହିଜଲି ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ କାରଣରୁ ବାତିଲ ହେଲା 14ଟି ଟ୍ରେନ୍ । ହାୱଡ଼ା-ଚେନ୍ନାଇ ଏବଂ ହାୱାଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ସୁଗମ ଟ୍ରେନ୍ ଚଳାଚଳ ଏବଂ ଅସୁବିଧାଜନକ ବାଧାଗୁଡିକୁ ଦୃଷ୍ଟିରେ ରଖି ଖଡଗପୁର ଏବଂ ହିଜଲି ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ କରାଯାଉଛି । ତେଣୁ ଅନେକ ଟ୍ରେନ ବାତିଲ ସହିତ ଦିଗ ପରିବର୍ତ୍ତନ ମଧ୍ୟ କରାଯାଇଛି ।

ହାୱାଡ଼ା-ଚେନ୍ନାଇ ଏବଂ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ସୁଗମ ଟ୍ରେନ୍ ଚଳାଚଳ ଏବଂ ଅସୁବିଧାଜନକ ବାଧାଗୁଡିକୁ ଦୃଷ୍ଟିରେ ରଖି ଖଡଗପୁର ଏବଂ ହିଜଲି ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ କରାଯାଉଛି । ଏହି ମାର୍ଗ ଦ୍ବୟରେ ଟ୍ରେନ ସେବା କିଛି ମାତ୍ରାରେ ପ୍ରଭାବିତ ହୋଇଛି । ଫଳରେ କେତେକ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍, ପୁନଃ ସମୟ ନିର୍ଧାରଣ, ନିୟନ୍ତ୍ରଣ ଏବଂ ମାର୍ଗ ପରିବର୍ତ୍ତନ କରାଯାଇଛି ।

ଟ୍ରେନ୍ ବାତିଲ୍:-

01. 12704/12703 ସିକନ୍ଦରାବାଦ-ହାୱଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ସିକନ୍ଦରାବାଦରୁ 21 ମଇରେ ଏବଂ ହାୱଡ଼ାରୁ 22 ମଇ 2022 ରେ ବାତିଲ ରହିବ ।
02. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ ।
03. 12245/12246 ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା ଦୁରନ୍ତ ଏକ୍ସପ୍ରେସ 22 ମଇ 2022 ରେ ହାୱଡ଼ାରୁ ଏବଂ 24 ମଇ 2022 ରେ ଯଶୋବନ୍ତପୁରରୁ ବାତିଲ ରହିବ ।
04. 18046/18045 ହାଇଦ୍ରାବାଦ-ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ 21 ମଇରେ ହାଇଦ୍ରାବାଦରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ ।
05. 12073/12074 ହାୱଡ଼ା-ଭୁବନେଶ୍ୱର-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 22 ମଇ 2022 ଦିନ ଉଭୟ ପାର୍ଶ୍ୱରୁ ବାତିଲ ରହିବ ।
06. 22855/22856 ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ଏକ୍ସପ୍ରେସ 22 ମଇରେ ସାନ୍ତ୍ରାଗଛିରୁ ଏବଂ 23 ମଇ 2022 ରେ ତିରୁପତିରୁ ବାତିଲ ରହିବ ।
07. 12842/12841 ଚେନ୍ନାଇ-ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ 21 ମଇରେ ଚେନ୍ନାଇରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ ।
08. 18043/18044 ହାୱଡ଼ା-ଭଦ୍ରକ-ହାୱଡ଼ା ଏକ୍ସପ୍ରେସ 21 ଓ 22 ମଇରେ ହାୱଡ଼ା ଠାରୁ ଏବଂ 22 ଓ 23 ମଇ 2022 ରେ ଭଦ୍ରକରୁ ବାତିଲ ରହିବ।
09. 18410/18409 ପୁରୀ-ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ 21 ମଇରେ ପୁରୀରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ।
10. 18037/18038 ହାୱଡ଼ା-ଯାଜପୁର କେନ୍ଦୁଝର ରୋଡ଼-ହାୱଡ଼ା MEMU ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।
11. 18021/18022 ଖଡଗପୁର-ଖୋର୍ଦ୍ଧା ରୋଡ୍-ଖଡଗପୁର ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ ।
12. 12864/12863 ଯଶୋବନ୍ତପୁର-ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ 21 ମଇରେ ଯଶୋବନ୍ତପୁରରୁ ଏବଂ 22 ମଇ 2022 ରେ ହାୱଡ଼ାରୁ ବାତିଲ ରହିବ ।

ଆଂଶିକ ବାତିଲ୍ ଟ୍ରେନ:-

A. 22 ମଇ 2022 ରେ ଉଭୟ ପାର୍ଶ୍ୱରୁ 08063/08064 ଖଡଗପୁର-ଭଦ୍ରକ-ଖଡଗପୁର ମେମୁ ପାସେଞ୍ଜର ସ୍ପେଶାଲ ହିଜଲି ଓ ଭଦ୍ରକ ମଧ୍ୟରେ ଚଳାଚଳ କରିବ ଏବଂ ହିଜଲି ଓ ଖଡଗପୁର ମଧ୍ୟରେ ବାତିଲ ରହିବ ।
B. 22 ମଇ 2022 ରେ ଉଭୟ ପାର୍ଶ୍ୱରୁ 12861/12862 ହାୱଡ଼ା-ଟିଟିଲାଗଡ଼ /କଣ୍ଟାବାଞ୍ଜି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ ରାଉରକେଲା ଓ ଟିଟିଲାଗଡ଼/କଣ୍ଟାବାଞ୍ଜି ମଧ୍ୟରେ ଚଳାଚଳ କରିବ ଏବଂ ରାଉରକେଲା ଏବଂ ଖଡଗପୁର ମଧ୍ୟରେ ବାତିଲ ରହିବ ।

ଟ୍ରେନ ସମୟ ପରିବର୍ତ୍ତନ:-
22 ମଇ 2022 ରେ ହାୱଡ଼ାରୁ ଛାଡୁଥିବା 12663 ହାୱଡ଼ା-ତିରୁଚିରାପଲ୍ଲି ଏକ୍ସପ୍ରେସ ଏହାର ନିର୍ଦ୍ଧାରିତ ସମୟ ଠାରୁ 4 ଘଣ୍ଟା 05 ମିନିଟ୍ ବିଳମ୍ବରେ ଛାଡିବ ।

ଟ୍ରେନର ମାର୍ଗ ପରିବର୍ତ୍ତନ :-
A. ନ୍ୟୁ ତିନସୁକିଆରୁ 20 ମଇ 2022 ରେ ଛାଡ଼ିବାକୁଥିବା 22502 ନ୍ୟୁ ତିନସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆନ୍ଧ୍ର-ମେଦିନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ । ହିଜଲିରେ ଏହା 2 ମିନିଟ୍ ରହଣି କରିବ ।
B. ବାଙ୍ଗାଲୋରରୁ 20 ମଇ 2022 ରେ ଛାଡ଼ିବାକୁଥିବା 12509 ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆନ୍ଧ୍ର-ମେଦିନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ । ହିଜଲିରେ ଏହା 2 ମିନିଟ୍ ରହଣି କରିବ ।
C. ସିକନ୍ଦରାବାଦରୁ 21 ମଇ 2022 ରେ ଛାଡ଼ିବାକୁଥିବା 12513 ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆନ୍ଧ୍ର-ମେଦିନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ । ହିଜଲିରେ ଏହା 2 ମିନିଟ୍ ରହଣି କରିବ ।
D. 21 ମଇ 2022 ରେ ପୁରୀରୁ ଛାଡ଼ିବାକୁଥିବା 15643 ପୁରୀ-କାମାକ୍ଷା ଏକ୍ସପ୍ରେସ ହିଜଲି-ଖଡଗପୁର-ହାୱଡ଼ା ମାର୍ଗ ପରିବର୍ତ୍ତେ ଆସାନସୋଲ-ଆନ୍ଧ୍ର-ହିଜଲି ମାର୍ଗ ଦେଇ ଚଳାଚଳ କରିବ । ହିଜଲିରେ ଏହା 2 ମିନିଟ୍ ରହଣି କରିବ ।
E. 21 ମଇ 2022 ରେ ଅଗରତାଲା ଠାରୁ ଛାଡ଼ିବାକୁଥିବା 12504 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆନ୍ଧ୍ର-ମେଦିନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ । ହିଜଲିରେ ଏହା 2 ମିନିଟ୍ ରହଣି କରିବ ।

ଟ୍ରେନ ସେବା ନିୟନ୍ତ୍ରଣ:-

A. 21 ମଇ 2022 ରେ ଚେନ୍ନାଇରୁ ଛାଡିବାକୁ ଥିବା 12840 ଚେନ୍ନାଇ-ହାୱଡ଼ା ମେଲ ଏବଂ ଯଶୋବନ୍ତପୁର ଠାରୁ ଛାଡ଼ିବାକୁଥିବା 21253 ଯଶୋବନ୍ତପୁର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ ଯଥାକ୍ରମେ ଦକ୍ଷିଣ ପୂର୍ବ ଏବଂ ପୂର୍ବତଟ ରେଳପଥ ମଧ୍ୟରେ ନିୟନ୍ତ୍ରିତ ହେବ ।

B. 21 ମଇ 2022 ରେ କନ୍ୟାକୁମାରୀରୁ ଛାଡିବାକୁ ଥିବା 12666 କନ୍ୟାକୁମାରୀ-ହାୱଡ଼ା ଏକ୍ସପ୍ରେସ୍ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ ନିୟନ୍ତ୍ରିତ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.