ETV Bharat / city

14ତମ ତୋଷାଳି ମେଳା: ମନ କିଣୁଛି ଇଞ୍ଜିନିୟରଙ୍କ ବାଉଁଶ ପୋଡା ଚିକେନ ବିରିୟାନୀ

author img

By

Published : Dec 20, 2019, 11:04 PM IST

ରାଜଧାନୀରେ ଲୋକଙ୍କ ମନ କିଣୁଛି ହସ୍ତକଳାର ମେଳା ‘ତୋଷାଳି’ । ମେଳାରେ ହସ୍ତଶିଳ୍ପୀଙ୍କ ଭଳିକି ଭଳି ଜିନିଷ ପ୍ରଦର୍ଶନୀ ସହ ବିଭିନ୍ନ ରକମର ଖାଦ୍ୟର ପସରା । ଯେଉଁଥିରେ ଅଟୋମୋବାଇଲ ଓ କମ୍ପ୍ୟୁଟର ଇଞ୍ଜିନିୟରଙ୍କ ଫୁଡ ଷ୍ଟଲରେ ଦେଖିବାକୁ ମିଳୁଛି ଅଧିକ ଭିଡ ।

14th toshali fare, food stalls in toshali fare, engineer's biriyani stall in toshali, 14ତମ ତୋଷାଳି ମେଳା, ତୋଷାଳି ମେଳାରେ ଖାଦ୍ୟ ଷ୍ଟଲ, ତୋଷାଳି ମେଳାରେ ଇଞ୍ଜିନିୟରଙ୍କ ବିରିୟାନୀ ଷ୍ଟଲ
14ତମ ତୋଷାଳି ମେଳା: ମନ କିଣୁଛି ଇଞ୍ଜିନିୟରଙ୍କ ବାଉଁଶ ପୋଡା ଚିକେନ ବିରିୟାନୀ

ଭୁବନେଶ୍ବର: ରାଜଧାନୀରେ ଲୋକଙ୍କ ମନ କିଣୁଛି ହସ୍ତକଳାର ମେଳା ‘ତୋଷାଳି’ । ମେଳାରେ ହସ୍ତଶିଳ୍ପୀଙ୍କ ଭଳିକି ଭଳି ଜିନିଷ ପ୍ରଦର୍ଶନୀ ସହ ବିଭିନ୍ନ ରକମର ଖାଦ୍ୟର ପସରା । ଯେଉଁଥିରେ ଅଟୋମୋବାଇଲ ଓ କମ୍ପ୍ୟୁଟର ଇଞ୍ଜିନିୟରଙ୍କ ଫୁଡ ଷ୍ଟଲରେ ଦେଖିବାକୁ ମିଳୁଛି ଅଧିକ ଭିଡ । ତୋଷାଳିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ବାଦର 50ଟି ଖାଦ୍ୟ ଷ୍ଟଲ ଲାଗିଥିବା ବେଳେ ଲୋକଙ୍କ ପସନ୍ଦ ପାଲଟିଛି ବିଟେକ ଛାତ୍ରଙ୍କ ଏହି ‘ବିରିୟାନୀ ଷ୍ଟଲ’ ।

ଏହି ବିରିୟାନୀ ଷ୍ଟଲ ଦେଇଥିବା ଇଞ୍ଜିନିୟର ଶାଶ୍ବତ ଧଳଙ୍କ କହିବା ମୁତାବକ ତାଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ନିଜେ ଖାଇବା ଓ ଅନ୍ୟଙ୍କୁ ଖୁଆଇବା ବହୁତ ପସନ୍ଦ । ତେଣୁ ଶିକ୍ଷାଗତ ଯୋଗ୍ୟତା ସରିବା ପରେ ନିଜସ୍ବ କ୍ୟାଟରିଂ ସର୍ଭିସ ଦ୍ବାରା ସେ ଲୋକଙ୍କୁ ସୁଆଦିଆ ଖାଦ୍ୟ ପରଷୁଛନ୍ତି । ଏହି ନିଶା ପାଇଁ ନିଜର ବନ୍ଧୁଙ୍କ ସହ ସେ ତୋଷାଳିରେ ମଧ୍ୟ ଏକ ଖାଦ୍ୟ ଷ୍ଟଲ ଖୋଲିଛନ୍ତି ।

ଏହି ଷ୍ଟଲରେ ସେମାନଙ୍କ ହାତ ତିଆରି ବାଉଁଶ ପୋଡା ଚିକେନ ବିରିୟାନୀ ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଏହାକୁ ଖାଇବା ପାଇଁ ଷ୍ଟଲରେ ଲାଗି ରହୁଛି ଲୋକଙ୍କ ଭିଡ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ତୋଷାଳି ରେ ମନ କିଣୁଛି ଅଟେମେବାଇଲ ଓ କମ୍ପୁଟର ଇଂଜିନିୟରି ଙ୍କ ବିରିୟାନି।

ରାଜ୍ୟ ରାଜଧାନୀ ରେ ଚାଲିଛି 14 ତମ ତୋଷାଳି ମେଳା। ହସ୍ତକଳା ସହ ହସ୍ତଶିଳ୍ପୀ ଙ୍କ ଜିନିଷ ପ୍ରଦର୍ଶନ ହେବା ସହ ବିକ୍ରି ମଧ୍ୟ ଜୋର ଚାଲିଛି। ଅନ୍ୟ ପଟେ 50 ଟି ଖାଇବା ଷ୍ଟଲ ରେ ବି ଲୋକଙ୍କ ଗହଳି ବଢିବା ରେ ଲାଗିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଲାଗିଛି ଅନେକ ଖାଦ୍ୟର ପସରା। ହେଲେ ଭୁବନେଶ୍ୱର ବସି ଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ବି ଟେକ ଛାତ୍ର ଙ୍କ ଦ୍ଵାରା ପରିଚାଳିତ ବିରିୟାନି ଦେକାନ ରେ।ଶାଶ୍ୱତ ନିଜର ଶିକ୍ଷା ଗତ ଯୋଗ୍ୟତା ସରିବା ପରେ ଏବେ ନିଜସ୍ୱ ଖାଇବା ଷ୍ଟଲ ତେଶାଳୀ ମେଳା ରେ ଲୋକଙ୍କୁ ପରସୁଛନ୍ତି। ନିଜେ ଖାଇବା ଓ ଲୋକଙ୍କୁ ନୂଆ ନୂଆ ଆଇଟମ ଖୁଆଇବା କୁ ପସନ୍ଦ କରୁଥିବା ଶାଶ୍ୱତ ନିଜର ବିଟେକ ବନ୍ଧୁ ସଂଗ୍ରାମ ପରିଡା ସହ ମିଶି ଏହି କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଛନ୍ତି। ସଂଗ୍ରାମ ମଧ୍ୟ ଜଣେ କମ୍ପ୍ୟୁଟର ବିକେଟ ଇଂଜିନିୟର । ଆଉ ଏହି ଦୁଇ ଛାତ୍ର ଙ୍କ ବାଉଁଶ ପେଡା ଚିକେନ ବିରିୟାନି ଏବେ ବେଶ ଚର୍ଚ୍ଚାର ପାଲଟିଛି।

Body:ତୋଷାଳି ରେ ମନ କିଣୁଛି ଅଟେମେବାଇଲ ଓ କମ୍ପୁଟର ଇଂଜିନିୟରି ଙ୍କ ବିରିୟାନି।

ରାଜ୍ୟ ରାଜଧାନୀ ରେ ଚାଲିଛି 14 ତମ ତୋଷାଳି ମେଳା। ହସ୍ତକଳା ସହ ହସ୍ତଶିଳ୍ପୀ ଙ୍କ ଜିନିଷ ପ୍ରଦର୍ଶନ ହେବା ସହ ବିକ୍ରି ମଧ୍ୟ ଜୋର ଚାଲିଛି। ଅନ୍ୟ ପଟେ 50 ଟି ଖାଇବା ଷ୍ଟଲ ରେ ବି ଲୋକଙ୍କ ଗହଳି ବଢିବା ରେ ଲାଗିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଲାଗିଛି ଅନେକ ଖାଦ୍ୟର ପସରା। ହେଲେ ଭୁବନେଶ୍ୱର ବସି ଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ବି ଟେକ ଛାତ୍ର ଙ୍କ ଦ୍ଵାରା ପରିଚାଳିତ ବିରିୟାନି ଦେକାନ ରେ।ଶାଶ୍ୱତ ନିଜର ଶିକ୍ଷା ଗତ ଯୋଗ୍ୟତା ସରିବା ପରେ ଏବେ ନିଜସ୍ୱ ଖାଇବା ଷ୍ଟଲ ତେଶାଳୀ ମେଳା ରେ ଲୋକଙ୍କୁ ପରସୁଛନ୍ତି। ନିଜେ ଖାଇବା ଓ ଲୋକଙ୍କୁ ନୂଆ ନୂଆ ଆଇଟମ ଖୁଆଇବା କୁ ପସନ୍ଦ କରୁଥିବା ଶାଶ୍ୱତ ନିଜର ବିଟେକ ବନ୍ଧୁ ସଂଗ୍ରାମ ପରିଡା ସହ ମିଶି ଏହି କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଛନ୍ତି। ସଂଗ୍ରାମ ମଧ୍ୟ ଜଣେ କମ୍ପ୍ୟୁଟର ବିକେଟ ଇଂଜିନିୟର । ଆଉ ଏହି ଦୁଇ ଛାତ୍ର ଙ୍କ ବାଉଁଶ ପେଡା ଚିକେନ ବିରିୟାନି ଏବେ ବେଶ ଚର୍ଚ୍ଚାର ପାଲଟିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.