ETV Bharat / city

ରାଜ୍ୟରେ ଆଉ 149 କୋରୋନା ଆକ୍ରାନ୍ତ ସୁସ୍ଥ - ଓଡିଶା କୋରୋନା ଅପଡେଟ୍‌

149-recovery-case-in-odisha-today
ରାଜ୍ୟରେ ଆଉ 149 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ
author img

By

Published : Jul 2, 2020, 5:04 PM IST

Updated : Jul 2, 2020, 5:44 PM IST

17:00 July 02

ଓଡିଶା ପାଇଁ ଖୁସି ଖବର

149-recovery-case-in-odisha-today
ରାଜ୍ୟରେ ଆଉ 149 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟ ପାଇଁ ପୁଣି ଏକ ଖୁସି ଖବର । ଆଜି ରାଜ୍ୟରେ ପୁଣି 149 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଏହି ସୁସ୍ଥ ସଂଖ୍ୟକୁ ମିଶାଇ ରାଜ୍ୟରେ ମୋଟ 5502 ଜଣ ଆକ୍ରାନ୍ତ ସୁସ୍ଥ ହେଲେ ।  

ତେବେ ଆଜି ରାଜ୍ୟରେ19 ଟି ଜିଲ୍ଲାରେ ମୋଟ 149 ଜଣ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ସର୍ବାଧିକ ସୁସ୍ଥ ସଂଖ୍ୟା ରେକର୍ଡ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବଧିକ 49 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ 24, ମୟୁରଭଞ୍ଜରୁ 14 ଜଣ ସୁସ୍ଥ ହୋଇଛନ୍ତି ।  

ସେହିପରି କଟକରୁ 13, କଳାହାଣ୍ଡି ଓ କେନ୍ଦ୍ରାପଡାରୁ 6 ଲେଖାଏଁ, ରାୟଗଡାରୁ 5, ଅନୁଗୁଳ ଝାରସୁଗୁଡା ଓ ସୁନ୍ଦରଗଡରୁ 4 ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ଯାଜପୁର ଓ ପୁରୀରେ 3 ଲେଖାଏଁ, ବାଲେଶ୍ବର ଜଗତସିଂହପୁର ଓ ନୟାଗଡରୁ 2 ଲେଖାଏଁ, ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।  

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ 

Last Updated : Jul 2, 2020, 5:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.