ETV Bharat / city

ରାଜ୍ୟରେ ଦିନକରେ 1470 ପଜିଟିଭ ଚିହ୍ନଟ - 1470 corona positive case

ଦିନକରେ 30ଟି ଜିଲ୍ଲାରେ 1470 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ହୋମ କ୍ବାରେନଣ୍ଟାଇନରୁ 853 ଚିହ୍ନଟ ହୋଇଥିବାବେଳେ 617 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ..

ରାଜ୍ୟରେ ଦିନକରେ 1470 ପଜିଟିଭ ଚିହ୍ନଟ
ରାଜ୍ୟରେ ଦିନକରେ 1470 ପଜିଟିଭ ଚିହ୍ନଟ
author img

By

Published : Oct 31, 2020, 11:45 AM IST

ଭୁବନେଶ୍ବର: ରାଜ୍ୟରେ 2 ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ । 30 ଟି ଜିଲ୍ଲାରେ 1470 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ହୋମ କ୍ବାରେନଣ୍ଟାଇନରୁ 853 ଚିହ୍ନଟ ହୋଇଥିବାବେଳେ 617 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ଖୋର୍ଦ୍ଧାରେ 170 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 126, ଅନୁଗୁଳ 76, ବାଲେଶ୍ବରରେ 56, ବରଗଡରେ 61, ଭଦ୍ରକରେ 19, ବଲାଙ୍ଗୀରରେ 63, ବୌଦ୍ଧରେ 17, ଢେଙ୍କାନାଳରେ 17, ଗଂଜାମରେ 22, ଜଗତସିଂହପୁରରେ 76, ଯାଜପୁରରେ 42, ଝରସୁଗୁଡ଼ାରେ 39, କଳାହାଣ୍ଡିରେ 31, କନ୍ଧମାଳରେ 11, କେନ୍ଦ୍ରାପଡାରେ 75, କେନ୍ଦୁଝରରେ 51, କୋରାପୁଟରେ 24, ମାଲକାନଗିରିରରେ 25, ମୟୂରଭଞ୍ଜରେ 50, ନବରଙ୍ଗପୁରରେ 34, ନୟାଗଡରେ 31, ନୂଆପଡାରେ 61, ପୁରୀରେ 64, ରାୟଗଡାରେ 13, ସମ୍ବଲପୁରରେ 34, ସୋନପୁରରେ 27, ସୁନ୍ଦରଗଡରେ 112, ଷ୍ଟେଟ ପୋଲରୁ 30 ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 290116ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 273838 । ସେପଟେ ସକ୍ରିୟ ମାମଲା ରହିଛି 14905 । ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ଟେଷ୍ଟ 4555815 ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.