ETV Bharat / city

Odisha Covid Recovery Report : ସୁସ୍ଥ ହେଲେ ଆଉ 147

author img

By

Published : Jan 2, 2022, 7:22 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 147 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 45 ହଜାର 109କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report : ସୁସ୍ଥ ହେଲେ ଆଉ 147
Odisha Covid Recovery Report : ସୁସ୍ଥ ହେଲେ ଆଉ 147

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 147 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 45 ହଜାର 109କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ 59 ଆକ୍ରାନ୍ତ । ଖୋର୍ଦ୍ଧା ପରେ ସୁନ୍ଦରଗଡରୁ 15 ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 147 Covid patients have recovered and are being discharged on 02.01.2022

    59 from Khordha
    15 from Sundargarh
    11 from Cuttack
    10 from Kendrapara
    8 from Sambalpur
    6 from Jagatsinghpur
    5 from Jharsuguda
    5 from Puri
    4 from Jajapur
    3 from Deogarh
    3 from Rayagada

    — H & FW Dept Odisha (@HFWOdisha) January 2, 2022 " class="align-text-top noRightClick twitterSection" data=" ">

କଟକରୁ ୧୧, କେନ୍ଦ୍ରାପଡାରୁ ୧୦, ସମ୍ବଲପୁରରୁ ୮, ଜଗତସିଂହପୁରରୁ ଓ ଝାରସୁଗୁଡାରୁ ୫ ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ପୁରୀରୁ ୫, ଯାଜପୁରରୁ ୪, ଦେଓଗଡରୁ ୩, ରାୟଗଡାରୁ ୩, ଗଞ୍ଜାମରୁ ୨, ମୟୂରଭଞ୍ଜରୁ ୨, ନୟାଗଡରୁ ୨ ଓ ବାଲେଶ୍ବରରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୧୧ ।

  • 2 from Ganjam
    2 from Mayurbhanj
    2 from Nayagarh
    1 from Baleswar
    11 from State Pool

    The total recovered cases of Odisha now stand at 1045109

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.