ETV Bharat / city

ଦିନକରେ 14 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 600 ପାର୍

author img

By

Published : Sep 11, 2020, 11:20 AM IST

ରାଜ୍ୟରେ ଦିନକରେ 14 ଜଣଙ୍କ ପ୍ରାଣ ନେଲା ମହାମାରୀ କୋରୋନା । ମୃତ୍ୟୁ ସଂଖ୍ୟା 605କୁ ବୃଦ୍ଧି । ଅଧିକ ପଢନ୍ତୁ...

ଦିନକରେ 14 ମୁଣ୍ଡ ନେଲା କୋରୋନା, ଖୋର୍ଦ୍ଧାରେ ସର୍ବାଧିକ 5 ମୃତ

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ତାଳ ଦେଇ ବଢୁଛି ମୃତକଙ୍କ ସଂଖ୍ୟା । ଦିନକରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 3, ମୟୂରଭଞ୍ଜରୁ 2, କଟକରୁ 1, କଳାହାଣ୍ଡିରୁ 1, କୋରାପୁଟରୁ 1 ଓ ସମ୍ବଲପୁରରୁ ଜଣଙ୍କର ମୃତ୍ୟୁ ଘଟିଛି ।

ଫଳରେ ମୋଟ ମୃତ୍ୟୁ ସଂଖ୍ୟା 605କୁ ବୃଦ୍ଧି ପାଇଛି । ସେହିପରି ମୋଟ 143117ଜଣ ଆକ୍ରାନ୍ତ ହୋଇଥିବାବେଳେ 108001ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 34458ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.