ETV Bharat / city

କୋରୋନାରେ ହାରିଗଲେ 14 ଜଣ, ଖୋର୍ଦ୍ଧାରେ ସର୍ବାଧିକ

ଦିନକରେ ଆଉ 14 ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1483କୁ ବୃଦ୍ଧି । ଅଧିକ ପଢନ୍ତୁ...

14 covid positive patients died while under treatment in hospitals
କୋରୋନାରେ ହାରିଗଲେ 14 ଜଣ, ମୃତ୍ୟୁ ସଂଖ୍ୟା 1483କୁ ବୃଦ୍ଧି
author img

By

Published : Nov 12, 2020, 12:31 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ନେଲା ପୁଣି ଜୀବନ । କୋରୋନା ସଂକ୍ରମଣ କମୁଥିବାବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ଗୋଟିଏ ଦିନକରେ ଆଉ 14 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 1483ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ତେବେ ମୃତକଙ୍କ ମଧ୍ୟରେ ବରଗଡ଼ରୁ 48 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ବାଲେଶ୍ବରରୁ 68 ବର୍ଷର ପୁରୁଷ, ଭୁବନେଶ୍ବରରୁ 62 ବର୍ଷର ପୁରୁଷ ଓ 86 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଛି । ସେହିପରି କଟକରୁ 79 ବର୍ଷର ପୁରୁଷ, କଳାହାଣ୍ଡିରୁ 67 ବର୍ଷର ପୁରୁଷ, କେନ୍ଦ୍ରାପଡ଼ାରୁ 61 ବର୍ଷର ପୁରୁଷ, ଖୋର୍ଦ୍ଧାରୁ 56 ବର୍ଷର ପୁରୁଷ, ମୟୂରଭଞ୍ଜରୁ 65 ବର୍ଷର ପୁରୁଷ, ନୂଆପଡ଼ାରୁ 95 ବର୍ଷ ଏବଂ 65 ବର୍ଷର ପୁରୁଷ, ସମ୍ବଲପୁରରୁ 58 ବର୍ଷର ପୁରୁଷ, ସୁନ୍ଦରଗଡ଼ରୁ 83 ବର୍ଷ ଏବଂ 62 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଛି ।

ତେବେ ଆଜି ସୁଦ୍ଧା କୋରୋନାରେ ରାଜ୍ୟରେ 1483 ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.