ETV Bharat / city

ପୁଣି ରାଜ୍ୟରୁ କୋରୋନା ନେଲା 14 ମୁଣ୍ଡ - state corona death tally

ପ୍ରତିଦିନ ଏକାଧିକ ମୁଣ୍ତ ନେଉଛି ଏହି ମାରାତ୍ମକ ଭାଇରସ । ରାଜ୍ୟରେ ଗତ 24 ଘଣ୍ଟାରେ 14 ମୁଣ୍ଡ ନେଇଛି କୋରୋନା ।

ପୁଣି କୋରୋନା ନେଲା 14 ମୁଣ୍ଡ
ପୁଣି କୋରୋନା ନେଲା 14 ମୁଣ୍ଡ
author img

By

Published : Sep 30, 2020, 1:10 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ପ୍ରତିଦିନ ଏକାଧିକ ମୁଣ୍ତ ନେଉଛି ଏହି ମାରାତ୍ମକ ଭାଇରସ । ରାଜ୍ୟରେ ଗତ 24 ଘଣ୍ଟାରେ 14 ମୁଣ୍ଡ ନେଇଛି କୋରୋନା ।

ମୃତ 14 ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ବରରେ 52 ବର୍ଷର ପୁରୁଷ, ଭଦ୍ରକର 56 ବର୍ଷର ପୁରୁଷ, ଭୁବନେଶ୍ବରର 60 ବର୍ଷୀୟ ବୃଦ୍ଧ ଏବଂ 56 ବର୍ଷୀୟା ବୃଦ୍ଧା, କଟକର ଜଣେ 79 ବର୍ଷୀୟ ବୃଦ୍ଧ, ଗଞ୍ଜାମର 72ବର୍ଷୀୟ ବୃଦ୍ଧ, କଳାହାଣ୍ଡିର 70 ବର୍ଷୀୟ ବୃଦ୍ଧ,କନ୍ଧମାଳ ଜିଲ୍ଲାର 47 ବର୍ଷୀୟ ପୁରୁଷ ଏବଂ ଖୋର୍ଦ୍ଧାର ଜଣେ 45 ବର୍ଷୀୟ ଯୁବକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.