ETV Bharat / city

ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1376 ପଜିଟିଭ ଚିହ୍ନଟ

ରାଜ୍ୟରେ ଅଣାୟତ କୋରୋନା । ଆଜି ପୁଣି ରାଜ୍ୟରୁ 1376 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଆଣାୟତ କୋରୋନା, ଆଜି ପୁଣି 1376 ପଜିଟିଭ ଚିହ୍ନଟ

author img

By

Published : Jul 26, 2020, 11:50 AM IST

ଭୁବନେଶ୍ବର: ରାଜ୍ୟରେ ଅଣାୟତ କୋରୋନା । ଆଜି ପୁଣି 30 ଜିଲ୍ଲାରୁ 1376 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ 917 ଚିହ୍ନଟ ହୋଇଥିବା ବେଳେ 459 ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ରାଜ୍ୟରେ ଆଣାୟତ କୋରୋନା, ଆଜି ପୁଣି 1376 ପଜିଟିଭ ଚିହ୍ନଟ
ରାଜ୍ୟରେ ଆଣାୟତ କୋରୋନା, ଆଜି ପୁଣି 1376 ପଜିଟିଭ ଚିହ୍ନଟ

ରାଜ୍ୟରେ ନିୟନ୍ତ୍ରଣ ହେଉନି କୋରୋନା ସଂକ୍ରମଣ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଅନୁଗୋଳରେ 5 , ବାଲେଶ୍ବରରେ 29, ଭଦ୍ରକରେ 10, ବରଗଡରେ 7, ବଲାଙ୍ଗୀରରେ 19, ବୌଦ୍ଧରେ 8, କଟକରେ 75, ଦେଓଗଡରେ 11, ଢେଙ୍କାନାଳରେ 15, ଗଜପତିରେ 74, ଗଞ୍ଜାମରେ 484, ଜଗତସିଂହପୁରରେ 11, ଯାଜପୁରରେ 8, ଝାରସୁଗୁଡାରେ 6, କଳାହାଣ୍ଡିରେ 11, କନ୍ଧମାଳରେ 12, କେନ୍ଦ୍ରାପଡାରେ 11, କେନ୍ଦୁଝରରେ 103, କୋରାପୁଟରେ 7, ମାଲକାନଗିରିରେ 15, ମୟୂରଭଞ୍ଜରେ 22, ନବରଙ୍ଗପୁରରେ 21, ନୟାଗଡରେ 30, ନୂଆପଡାରେ 4, ପୁରୀରେ 91, ରାୟଗଡାରେ 45, ସମ୍ବଲପୁରରେ 17, ସୋନପୁରରେ 5 ଓ ସୁନ୍ଦରଗଡରେ 33 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 25, 389ରେ ପହଞ୍ଚିଛି । 15, 928 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9,287 ସକ୍ରିୟ ମାମଲା ରହିଛି । ରାଜ୍ୟରେ ମୋଟ 4,58,120 ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.