ETV Bharat / city

କିଲର କୋରୋନା ନେଲା ଆଉ 13 ଜୀବନ, 441ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା - odisha corona update

ରାଜ୍ୟରେ ବଢି ଚାଲିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ପୁଣି 13 ଜୀବନ ନେଲା କୋରୋନା । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 441ରେ ପହଞ୍ଚିଛି ।

ଆଜି 13 ଜୀବନ ନେଲା କୋରୋନା, 441ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଆଜି 13 ଜୀବନ ନେଲା କୋରୋନା, 441ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଆଜି 13 ଜୀବନ ନେଲା କୋରୋନା, 441ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
author img

By

Published : Aug 26, 2020, 12:18 PM IST

ଭୁବନେଶ୍ୱର: କୋରୋନାରେ ଆଜି ରାଜ୍ୟରେ 13 ଜଣଙ୍କର ମୃତ୍ୟୁ ହୋଇଛି । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 441ରେ ପହଞ୍ଚିଛି ।

ଭୁବନେଶ୍ୱରର 60 ବର୍ଷର ପୁରୁଷ, କଟକର 43 ବର୍ଷର ପୁରୁଷ ଓ 32 ବର୍ଷର ପୁରୁଷ, ଗଞ୍ଜାମର 42 ବର୍ଷର ପୁରୁଷ, 75 ବର୍ଷର ପୁରୁଷ, କେନ୍ଦୁଝରର 60 ବର୍ଷର ମହିଳା, ପୁରୀର 72 ବର୍ଷର ପୁରୁଷ, ସମ୍ୱଲପୁରର 42 ବର୍ଷର ପୁରୁଷ, 58 ବର୍ଷର ମହିଳା, 50 ବର୍ଷର ପୁରୁଷ, ସୁନ୍ଦରଗଡର 60 ବର୍ଷର ପୁରୁଷ, 60 ବର୍ଷର ପୁରୁଷ ଓ 70 ବର୍ଷର ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.