ETV Bharat / city

ଦୀର୍ଘଦିନ ପରେ ହ୍ରାସ ପାଇଛି କୋରୋନା ମୃତ୍ୟୁହାର, ଆଜି ପ୍ରାଣ ହରାଇଛନ୍ତି 13 - କୋରୋନା ମୃତ୍ୟୁ

ରାଜ୍ୟରେ ହ୍ରାସ ପାଇଲା କୋରୋନା ମୃତ୍ୟୁସଂଖ୍ୟା । ଆଜି 13 ଜଣଙ୍କ ମୁଣ୍ଡ ନେଇଛି କୋରୋନା । ମୋଟ ମୃତ୍ୟୁସଂଖ୍ୟା 1178କୁ ବୃଦ୍ଧି ।

ଦୀର୍ଘଦିନ ପରେ ହ୍ରାସ ପାଇଛି କୋରୋନା ମୃତ୍ୟୁ ହାର, ଆଜି ପ୍ରାଣ ହରାଇଛନ୍ତି 13

author img

By

Published : Oct 21, 2020, 12:13 PM IST

ଭୁବନେଶ୍ବର: ରାଜ୍ୟରେ ଦୀର୍ଘଦିନ ପରେ ହ୍ରାସ ପାଇଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି 13 ଜଣଙ୍କ ମୁଣ୍ଡ ନେଇଛି କୋରୋନା । ଆଜକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 1178ରେ ପହଞ୍ଚିଛି ।

ଦୀର୍ଘଦିନ ପରେ ହ୍ରାସ ପାଇଛି କୋରୋନା ମୃତ୍ୟୁ ହାର, ଆଜି ପ୍ରାଣ ହରାଇଛନ୍ତି 13
ଦୀର୍ଘଦିନ ପରେ ହ୍ରାସ ପାଇଛି କୋରୋନା ମୃତ୍ୟୁ ହାର, ଆଜି ପ୍ରାଣ ହରାଇଛନ୍ତି 13

ବାଲେଶ୍ବରର 53 ବର୍ଷର ମହିଳା, ଭୁବନେଶ୍ବରର 44 ବର୍ଷର ପୁରୁଷ, ପୁରୀର 48 ବର୍ଷର ପୁରୁଷ, ଅନୁଗୋଳ 52 ବର୍ଷର ପୁରୁଷ, ଭୁବନେଶ୍ବରର 47 ବର୍ଷ ମହିଳା, ପୁରୀର 66 ବର୍ଷ ମହିଳା, ମୟୂରଭଞ୍ଜର 45 ବର୍ଷର ପୁରୁଷ ଓ 60 ବର୍ଷର ପୁରୁଷ, ପୁରୀର 68 ବର୍ଷର ମହିଳା, ନୂଆପଡାର 52 ବର୍ଷର ପୁରୁଷ, ମୟୂରଭଞ୍ଜର 65 ବର୍ଷର ମହିଳା, ବଲାଙ୍ଗୀରର 23 ବର୍ଷର ମହିଳା, ମୟୂରଭଞ୍ଜର 75 ବର୍ଷର ମହିଳା କୋରୋନାରେ ପ୍ରାଣ ହରାଇଛନ୍ତି ।

ମୋଟ ମୃତ୍ୟୁ ସଂଖ୍ୟା 1178ରେ ପହଞ୍ଚିଛି । ତେବେ ଏସମସ୍ତ ସଂକ୍ରମିତ ଅନ୍ୟାନ୍ୟ ରୋଗୀରେ ମଧ୍ୟ ପୀଡିତ ଥିବା ଜଣାପଡିଛି ।

@H & FW

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.