ଭୁବନେଶ୍ବର: ରାଜ୍ୟରେ ଦୀର୍ଘଦିନ ପରେ ହ୍ରାସ ପାଇଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି 13 ଜଣଙ୍କ ମୁଣ୍ଡ ନେଇଛି କୋରୋନା । ଆଜକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 1178ରେ ପହଞ୍ଚିଛି ।

ବାଲେଶ୍ବରର 53 ବର୍ଷର ମହିଳା, ଭୁବନେଶ୍ବରର 44 ବର୍ଷର ପୁରୁଷ, ପୁରୀର 48 ବର୍ଷର ପୁରୁଷ, ଅନୁଗୋଳ 52 ବର୍ଷର ପୁରୁଷ, ଭୁବନେଶ୍ବରର 47 ବର୍ଷ ମହିଳା, ପୁରୀର 66 ବର୍ଷ ମହିଳା, ମୟୂରଭଞ୍ଜର 45 ବର୍ଷର ପୁରୁଷ ଓ 60 ବର୍ଷର ପୁରୁଷ, ପୁରୀର 68 ବର୍ଷର ମହିଳା, ନୂଆପଡାର 52 ବର୍ଷର ପୁରୁଷ, ମୟୂରଭଞ୍ଜର 65 ବର୍ଷର ମହିଳା, ବଲାଙ୍ଗୀରର 23 ବର୍ଷର ମହିଳା, ମୟୂରଭଞ୍ଜର 75 ବର୍ଷର ମହିଳା କୋରୋନାରେ ପ୍ରାଣ ହରାଇଛନ୍ତି ।
ମୋଟ ମୃତ୍ୟୁ ସଂଖ୍ୟା 1178ରେ ପହଞ୍ଚିଛି । ତେବେ ଏସମସ୍ତ ସଂକ୍ରମିତ ଅନ୍ୟାନ୍ୟ ରୋଗୀରେ ମଧ୍ୟ ପୀଡିତ ଥିବା ଜଣାପଡିଛି ।
@H & FW