ETV Bharat / city

ଆଜି ରାଜ୍ୟରେ 13 ଜଣଙ୍କ ଜୀବନ ନେଲା କିଲର କୋରୋନା

author img

By

Published : Nov 10, 2020, 12:00 PM IST

ରାଜ୍ୟରେ ଜାରି ରହିଛି କୋରୋନା କାୟା । କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ 13 ଜୀବନ ନେଲା କିଲର ଭାଇରସ । ଅଧିକ ପଢନ୍ତୁ....

13 covid positive patients died while under treatment in hospitals
ଆଜି ରାଜ୍ୟରେ 13 ଜଣଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ବର: ଆଉ 13 ମୁଣ୍ତ ନେଲା କୋରୋନା । ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମୃତ୍ୟୁରେ ଲାଗୁନି ବ୍ରେକ । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1454କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ବାଲେଶ୍ବରରୁ 61 ବର୍ଷିୟ ପୁରୁଷ, ବରଗଡରୁ 67 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ବରରୁ 85 ବର୍ଷିୟ ମହିଳା, ଖୋର୍ଦ୍ଧାରୁ 54 ବର୍ଷିୟ ପୁରୁଷ, କେନ୍ଦୁଝରରୁ 60 ବର୍ଷିୟ ମହିଳା , ମୟୂରଭଞ୍ଜରୁ 60 ବର୍ଷିୟ ପୁରୁଷ, 66 ବର୍ଷିୟ ପୁରୁଷ ଓ 70 ବର୍ଷିୟ ମହିଳାଙ୍କର ସଂକ୍ରମଣରେ ଜୀବନ ଯାଇଛି ।

ସେହିପରି, ସମ୍ବଲପୁରରେ ମଧ୍ୟ 54 ବର୍ଷିୟ ପୁରୁଷ , 65 ବର୍ଷିୟ ପୁରୁଷ ଓ 58 ବର୍ଷିୟ ପୁରୁଷଙ୍କର ପ୍ରାଣ ନେଇଛି କିଲର ଭାଇରସ । ସୁନ୍ଦରଗଡ ଜିଲ୍ଲାରେ 56 ବର୍ଷିୟ ପୁରୁଷ ଓ 55 ବର୍ଷିୟ ପୁରୁଷଙ୍କର ମୃତ୍ୟୁ ଘଟିଛି ।

ତେବେ ଆଜି ସୁଦ୍ଧା କୋରୋନାରେ ରାଜ୍ୟରେ 1454 ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.