ETV Bharat / city

କଳିଙ୍ଗ ହର୍ବାଲ ମେଳା 2019: ସୁଲଭ ମୂଲ୍ୟରେ ମିଳୁଛି ଔଷଧୀୟ ବୃକ୍ଷ - ଆୟୁର୍ବେଦ ଚିକିତ୍ସା ଓ ପୁରୁଣା ପାରମ୍ପାରିକ ଚିକିତ୍ସା ପଦ୍ଧତି

ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧୀୟ ବୃକ୍ଷ ପ୍ରଦାନ କରାଯାଉଛି । ଲୋକମାନଙ୍କୁ ବିଭିନ୍ନ ଆୟୁର୍ବେଦ ଚିକିତ୍ସା ଓ ପୁରୁଣା ପାରମ୍ପାରିକ ଚିକିତ୍ସା ପଦ୍ଧତି ବିଷୟରେ ଅବଗତ କରାଉଛି କଳିଙ୍ଗ ହର୍ବାଲ ମେଳା ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 7, 2019, 10:20 AM IST

ଭୁବନେଶ୍ବର : ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇଛି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ । ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଚାଲିଛି 12 ତମ କଳିଙ୍ଗ ହର୍ବାଲ ମେଳା 2019। ଏହି ମେଳାରେ ବିରଳ ଔଷଧୀୟ ବୃକ୍ଷ ଗୁଡିକ ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଗତ 2008 ମସିହାରୁ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ କରି ଆସୁଛି। କଳିଙ୍ଗ ହର୍ବାଲ ମେଳା 2019ରେ ରାଜ୍ୟର କୋଣ ଅନୁକୋଣକରୁ ଅନେକ ଵୈଦ ଆସିଛନ୍ତି। ଲୋକମାନଙ୍କୁ ବିଭିନ୍ନ ଆୟୁର୍ବେଦ ଚିକିତ୍ସା ଓ ପୁରୁଣା ପାରମ୍ପାରିକ ଚିକିତ୍ସା ପଦ୍ଧତି ବିଷୟରେ ଅବଗତ କରାଯିବା ସହ ଦିନକୁ ଦିନ ଅନେକ ହଜି ଯାଉଥିବା ଔଷଧୀୟ ବୃକ୍ଷକୁ ବେଶ ସୁଲଭ ମୂଲ୍ୟରେ ମେଳାରେ ଲୋକଙ୍କୁ ବିକ୍ରି କରାଯାଉଛି । ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ରାଜଧାନୀର ୟୁନିଟ 3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଚାଲିବ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଭାଗୀୟ ସଚିବ ଡ଼ ମୋନା ଶର୍ମା ଯୋଗ ଦେଇ କଳିଙ୍ଗ ହର୍ବାଲ ମେଳା 2019 ଉଦଘାଟନ କରିଥିଲେ।

ଏହି ମେଳାରେ ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ଚାଷୀ, ରାଜ୍ୟର ପାରମ୍ପରିକ ଆରେଗ୍ୟକାରୀ,ବୈଦ୍ୟ, ଆୟୁର୍ବେଦ ହର୍ବାଲ ଔଷଧ ବିକ୍ରି କରାଯାଉଛି। ଅନ୍ୟପଟେ ଲୋକଙ୍କୁ ନିଜ ଘରେ ଔଷଧୀୟ ବୃକ୍ଷ ଲଗାଇ କିଭଳି ଚିରାଚରିତ ରୋଗରୁ ମୁକ୍ତି ପାଇବେ ତାହା ଉପରେ ବେଶ ଭଲ ପଦକ୍ଷେପ ନେଇ ରାଜ୍ୟ ଜଙ୍ଗଲ ବିଭାଗ।

ଭୁବନେଶ୍ବରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଲୋକଙ୍କୁ ସୁଲଭ ମୂଲ୍ୟ ରେ ଔଷଧୀୟ ବୃକ୍ଷ ଦେଇ , ଖୁସି କରାଉଛି ରାଜ୍ୟ ଜଂଗଲ ବିଭାଗ ।

ରାଜ୍ୟ ର ରାଜଧାନୀ ରେ ଚାଲିଛି କଳିଙ୍ଗ ହର୍ବାଲ ମେଳା 2019। ଜୋଉଠି ରାଜ୍ୟ କୋଣ ଅନୁକୋଣ ଠାରୁ ଆସିଛନ୍ତି ଅନେକ ଵଇଦ। ଓ ଲୋକଙ୍କୁ ବିଭିନ୍ନ ଆୟୁର୍ବେଦ ଚିକିତ୍ସା ବ ପୁରୁଣା ପାରମ୍ପାରିକ ଚିକିତ୍ସା ର ଅବଗତ ମଧ୍ୟ କରାଉଛନ୍ତି। ଅନ୍ୟ ପଟେ ଲୋକଙ୍କୁ ନିଜ ଘରେ ଔଷଧୀୟ ବୃକ୍ଷ ଲଗାଇ କୀଭଳି ଚିରାଚରିତ ରୋଗ ରୁ ମୁକ୍ତି ପାଇବେ ତା ଉପରେ ବେଶ ଭଲ ପଦକ୍ଷେପ ନେଇ ରାଜ୍ୟ ଜଙ୍ଗଲ ବିଭାଗ। ସୁଲଭ ମୁଖ୍ୟ ରେ ଅନେକ ହଜି ଯାଉଥିବା ଔଷଧୀୟ ବୃକ୍ଷ କୁ ବେଶ କମ ପଇସା ଲାଭ ରେ ଲୋକଙ୍କୁ ବିକ୍ରି କରୁଛି।
ଏଠି ସୂଚନାଯୋଗ୍ୟ ଯେ
ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଗତ 2008 ମସିହା ରୁ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ କଳିଙ୍ଗ ହର୍ବ।ଲ ମେଳା ଆୟୋଜନ କରି ଆସୁଛନ୍ତି। ଏହି ମେଳା ର ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ଚାଷୀ, ପ୍ରାଥମିକ ସଂଗ୍ରହକାରୀ, ରାଜ୍ୟ ର ପାରମ୍ପରିକ ଆରେଗ୍ୟକାରୀ ,ବୈଦ୍ୟ , ନିଜର ଆୟୁର୍ବେଦ ହର୍ବାଲ ଔଷଧ ବିକ୍ରି କରୁଛନ୍ତି। ଗତ 4 ତାରିଖ ରୁ ଆରମ୍ଭ କରି ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଏହି ମେଳା ରାଜଧାନୀ ର ୟୁନିଟ 3 ସ୍ତିତ ପ୍ରଦର୍ଶନୀ ପଡିଆ ରେ ଅନୁଷ୍ଠିତ ହେବ। ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜଂଗଲ ଓ ପରବେଶ ବିଭାଗ ର ସଚିବ ଡ଼ ମୋନା ଶର୍ମା ପ୍ରମୁଖ ଯୋଗ ଦେଇ ଏହି ହର୍ବାଲ ମେଳା 2019 ର ଉଦ୍ଘାଟନ କରିଥିଲେ।

ବାଇଟ
ଫରେଷ୍ଟର, ବିନ୍ଦୁସାଗର

Body:ଲୋକଙ୍କୁ ସୁଲଭ ମୂଲ୍ୟ ରେ ଔଷଧୀୟ ବୃକ୍ଷ ଦେଇ , ଖୁସି କରାଉଛି ରାଜ୍ୟ ଜଂଗଲ ବିଭାଗ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.