ETV Bharat / city

ଆଜି ରାଜ୍ୟରେ 12 ଆକ୍ରାନ୍ତଙ୍କ ପ୍ରାଣ ନେଲା କୋରୋନା - odisha corona update

ଆଜି ପୁଣି 12 କୋରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1284 ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରେ 12 କୋରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କୋରୋନା

author img

By

Published : Oct 28, 2020, 12:13 PM IST

ଭୁବନେଶ୍ବର: ଆଜି ପୁଣି 12 କୋରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1284ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ 60 ବର୍ଷର ପୁରୁଷ, ଭୁବନେଶ୍ବରରୁ 59 ବର୍ଷର ପୁରୁଷ, ପୁରୀରୁ 80 ବର୍ଷର ପୁରୁଷ, ସୁନ୍ଦରଗଡରୁ 80 ବର୍ଷର ପୁରୁଷ,ଝାରସୁଗୁଡାରୁ 70 ବର୍ଷର ମହିଳା ଓ 58 ବର୍ଷର ପୁରୁଷ, ଭୁବନେଶ୍ବରରୁ 77 ବର୍ଷର ପୁରୁଷ, ସମ୍ବଲପୁରରୁ 59 ବର୍ଷର ପୁରୁଷ, କଟକରୁ 35 ବର୍ଷର ପୁରୁଷ, ଗଞ୍ଜାମରୁ 63 ବର୍ଷର ପୁରୁଷ, ନୂଆପଡାରୁ 22 ବର୍ଷର ପୁରୁଷ ଓ 55 ବର୍ଷର ପୁରୁଷ କୋରୋନାରେ ମୃତ୍ୟୁ ହୋଇଛନ୍ତି ।

ଏପର୍ଯ୍ୟନ୍ତ ରାଜ୍ୟରେ 2 ଲକ୍ଷ 85 ହଜାର 482 ପଜିଟିଭ ଚିହ୍ନଟ ହୋଇଥିବାବେଳେ 2 ଲକ୍ଷ 68 ହଜାର 115 ଜଣ ସୁସ୍ଥ ହୋଇଛନ୍ତି । ସେପଟେ ରାଜ୍ୟରେ ମୋଟ ଆକ୍ଟିଭ ମାମଲା ରହିଛି 16030 । ଯେତେବେଳେ କି ଏବେ ସୁଦ୍ଧା 44 ଲକ୍ଷ 22 ହଜାର 164 ଟି ଟେଷ୍ଟ କରାଯାଇଛି ।

@ H & FW

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.