ETV Bharat / city

ବକେୟା ବିଲ ନଦେଲେ ଆସନ୍ତା 16ରୁ କଟିବ ବିଜୁଳି ସଂଯୋଗ - ଆସନ୍ତା 16ରୁ କଟିବ ବିଜୁଳି

ବିଜୁଳି ବିଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଭରଣା ନ କଲେ ଆସନ୍ତା 16ରୁ କଟାଯିବ ବିଜୁଳି ସଂଯୋଗ । ସିଇଓ ଅରୁଣ ବୋଥ୍ରା ଏହି କହିଛନ୍ତି । ତେଣୁ ଆସନ୍ତା ସପ୍ତାହେ ମଧ୍ୟରେ ଗ୍ରାହକମାନେ ନିଜର ବାକି ଥିବା ବିଜୁଳି ବିଲ ଭରଣା କରି ଏଥିରୁ ଛାଡ଼ ପାଇବା ପାଇଁ ସେ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି ।

utility-decides-to-pull-plug-on-defaulters
utility-decides-to-pull-plug-on-defaulters
author img

By

Published : Jan 9, 2020, 9:44 PM IST

ଭୁବନେଶ୍ବର: ବିଜୁଳି ବିଲ ବାକି ରଖିଥିବା ଗ୍ରାହକଙ୍କୁ ସେସୁର ଶେଷ ଚେତାବନୀ । ବିଜୁଳି ବିଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଭରଣା ନ କଲେ ଆସନ୍ତା 16 ତାରିଖ ଠାରୁ ବିଜୁଳି ସଂଯୋଗ କଟାଯିବ ବୋଲି ସ୍ପଷ୍ଟ କରିଛନ୍ତି ସିଇଓ ଅରୁଣ ବୋଥ୍ରା । ତେଣୁ ଆସନ୍ତା ସପ୍ତାହେ ମଧ୍ୟରେ ବିଜୁଳି ଗ୍ରାହକମାନେ ନିଜର ବାକି ଥିବା ବିଜୁଳି ବିଲ ଭରଣା କରି ଏଥିରୁ ଛାଡ଼ ପାଇବା ପାଇଁ ସେ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି ।

ବକେୟା ବିଲ ନଦେଲେ ଆସନ୍ତା 16ରୁ କଟିବ ବିଜୁଳି

ଆଜି (ଗୁରୁବାର) ଏନେଇ ରୂପାଲି ଛକସ୍ଥିତ ସେସୁ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅରୁଣ ବୋଥ୍ରା ଏହା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରାୟ 7 ଲକ୍ଷ ବିଦ୍ୟୁତ ଉପଭୋକ୍ତାମାନଙ୍କ ମଧ୍ୟରୁ ଏହି ଏକ ମାସ ସମୟ ମଧ୍ୟରେ ଏକ ଲକ୍ଷ ଉପଭୋକ୍ତା ସେମାନଙ୍କ ବକେୟା ଦେୟ ପ୍ରଦାନ କରିଛନ୍ତି । ଯାହାକି 21 କୋଟି ଟଙ୍କା ଅଟେ । ସେହିପରି 5965 ଟି ସରକାରୀ ଅନୁଷ୍ଠାନର ବାକି ଥିବା ବିଲ ସରକାରଙ୍କ ଦ୍ବାରା ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ପୈଠ କରାଯିବ ବୋଲି ସରକାରଙ୍କ ସହିତ ହୋଇଥିବା ବୈଠକ ରେ କୁହାଯାଇଛି । ତେଣୁ କାହାରିକୁ ଏହି ଦେୟ ପ୍ରଦାନ କରିବାରୁ ଛଡା ଯିବ ନାହିଁ ବୋଲି ସେ କହିବା ସହିତ ଉପଭୋକ୍ତା ମାନଙ୍କ ପାଇଁ କିସ୍ତି ଅନୁସାରେ ବକେୟା ଦେବାର ସୁବିଧା ଥିବା କହିଛନ୍ତି ଅରୁଣ ବୋଥ୍ରା ।

ପଚିଶ ହଜାର ପର୍ଯ୍ୟନ୍ତ କିମ୍ବା ତା ଠାରୁ ଉର୍ଦ୍ଧ୍ବ ବକେୟା ଥିବା ଗ୍ରାହକ ବିଲର 30 ଶତକଡା ପୈଠ କରି ଅନ୍ୟ ବାକିକୁ କିସ୍ତି ମାଧ୍ୟମରେ ଭରଣା କରିପାରବ ବୋଲି ସେ କହିଛନ୍ତି ।
ତେବେ ଯାହାବି ହେଲେ ବିଜୁଳି ବିଲ ଆଦାୟ କରାଯିବ । ତେଣୁ ଆସନ୍ତା 16 ତାରିଖରୁ ବିଜୁଳି କଟା ଅଭିଯାନ ପାଇଁ ଏକ 413 ଜଣିଆ ସ୍କ୍ବାର୍ଡ ଗଠନ କରାଯାଇଛି । 1643 ରୁଟ ରୁ 247 ସେକ୍ସନର 65 ସବଡ଼ିଭିଜନ ମଧ୍ୟରୁ 20 ଡିଭିଜନର ବକେୟା ଟଙ୍କା ଦେଇ ନଥିବା ଗ୍ରାହକଙ୍କ ବିଜୁଳି କଟା ହେବ ବୋଲି କହିଛନ୍ତି । ଏହା ପୂର୍ବରୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଇଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ସେସୁ ସିଇଓ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ବିଜୁଳି ବିଲ ବାକି ରଖିଥିବା ଗ୍ରାହକ ମାନଙ୍କୁ ସେସୁ ପକ୍ଷରୁ ଶେଷ ଚେତାବନୀ ଦିଆ ଯାଇଛି।ବିଜୁଳି ବିଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଭରଣା ନ କଲେ ବିଜୁଳି ଲାଇନ ଆସନ୍ତା 16 ତାରିଖ ଠାରୁ କଟାଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।ତେଣୁ ଆସନ୍ତା ସପ୍ତାହକ ମଧ୍ୟରେ ବିଜୁଳି ଗ୍ରହାକମାନେ ନିଜର ବାକି ଥିବା ବିଜୁଳି ବିଲ ଭରଣା କରି ଏଥିରୁ ଛାଡ଼ ପାଇବା ପାଇଁ ସେ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି।

Body:ଆଜି ଏନେଇ ରୂପାଲି ଛକ ସ୍ଥିତ ସେସୁ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ଅରୁଣ ବୋଥ୍ରା ଏହା ପ୍ରକାଶ କରିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରାୟ 7 ଲକ୍ଷ ବିଦ୍ୟୁତ ଉପଭୋକ୍ତାମାନଙ୍କ ମଧ୍ୟରୁ ଏହି ଏକ ମାସ ସମୟ ମଧ୍ୟରେ ଏକ ଲକ୍ଷ ଉପଭୋକ୍ତା ସେମାନଙ୍କ ବକେୟା ଦେୟ ପ୍ରଦାନ କରିଛନ୍ତି।ଯାହାକି 21 କୋଟି ଟଙ୍କା ଅଟେ।ସେହିପରି 5965 ଟି ସରକାରୀ ଅନୁଷ୍ଠାନର ବାକି ଥିବା ବିଲ ସରକାରଙ୍କ ଦ୍ବାରା ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ପୈଠ କରାଯିବ ବୋଲି ସରକାରଙ୍କ ସହିତ ହୋଇଥିବା ବୈଠକ ରେ କୁହାଯାଇଛି।ତେଣୁ କାହାରିକୁ ଏହି ଦେୟ ପ୍ରଦାନ କରିବାରୁ ଛଡା ଯିବ ନାହିଁ ବୋଲି ସେ କହିବା ସହିତ ଉପଭୋକ୍ତାମାନଙ୍କ ପାଇଁ କିସ୍ତି ଅନୁସାରେ ବକେୟା ଦେବାର ସୁବିଧା ଥିବା ସେ କହିଛନ୍ତି।25 ହଜାର ପର୍ଯ୍ୟନ୍ତ କିମ୍ବା ତା ଠାରୁ ଉର୍ଦ୍ଧ୍ବ ବକେୟା ଥିବା ଗ୍ରାହକ ବିଲ ର 30 ଶତକଡା ପୈଠ କରି ଅନ୍ୟ ବାକି କୁ କିସ୍ତି ମାଧ୍ୟମରେ ଭରଣା କରିପାରିବ ବୋଲି ସେ କହିଛନ୍ତି।
ତେବେ ଯାହାବି ହେଲେ ବିଜୁଳି ବିଲ ଆଦାୟ କରାଯିବ ।ତେଣୁ ଆସନ୍ତା 16 ତାରିଖରୁ ବିଜୁଳି କଟା ଅଭିଯାନ ପାଇଁ ଏକ 413 ଜଣିଆ ସ୍କ୍ବାର୍ଡ ଗଠନ କରାଯାଇଛି।1643 ରୁଟ ରୁ 247 ସେକ୍ସନ ର 65 ସବ୍ଡିଭିଜନ ମଧ୍ୟରୁ 20 ଡିଭିଜନ ର ବକେୟା ଟଙ୍କା ଦେଇ ନଥିବା ଗ୍ରାହକଙ୍କ ବିଜୁଳି କଟା ହେବ ବୋଲି କହିଛନ୍ତି।ଏହା ପୂର୍ବରୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଇଛି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।
ବାଇଟ-ଅରୁଣ ବୋଥ୍ରା,ସି ଇ ଓ ,ସେସୁ
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.