ETV Bharat / city

ରାଜ୍ୟରେ ଆଜି ସର୍ବାଧିକ 1119 ଜଣ ଆରୋଗ୍ୟ - 1119 corona recover in odisha

ରାଜ୍ୟରେ ସର୍ବାଧିକ 1119 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ । ବର୍ତ୍ତମାନ ରାଜ୍ୟରେ 23 ହଜାର କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ ସର୍ବାଧିକ 1119 ଜଣ ଆରୋଗ୍ୟ
ରାଜ୍ୟରେ ସର୍ବାଧିକ 1119 ଜଣ ଆରୋଗ୍ୟ
author img

By

Published : Aug 3, 2020, 9:17 PM IST

ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ 1119 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ । ବର୍ତ୍ତମାନ ରାଜ୍ୟରେ 23 ହଜାର କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟରେ 27ଟି ଜିଲ୍ଲାରେ 1119 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 23073 ପହଞ୍ଚିଛି ।

ଗଞ୍ଜାମରେ ସୁସ୍ଥ ସଂଖ୍ୟା 354, ଖୋର୍ଦ୍ଧାରେ 97, ଗଜପତିରେ 83, ଯାଜପୁରରେ 70, କେନ୍ଦୁଝରରେ 57, କଟକରେ 50, ବୌଦ୍ଧରେ 40, ନୟାଗଡରେ 37, ରାୟଗଡାରେ 35, ପୁରୀରେ 31, ବାଲେଶ୍ୱରରେ 30, ମୟୂରଭଞ୍ଜରେ 29, ଭଦ୍ରକରେ 28, ଜଗତସିଂହପୁରରେ 27, ଢେଙ୍କାନାଳରେ 24, ସୁନ୍ଦରଗଡରେ 22 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କନ୍ଧମାଳରେ 17, ବଲାଙ୍ଗୀରରେ 17, ବଲାଙ୍ଗୀରରେ 16, ସମ୍ବଲପୁରରେ 16, ମାଲକାନଗିରିରେ 15, ନବରଙ୍ଗପୁରରେ 12, କେନ୍ଦ୍ରାପଡାରେ 11, ଅନୁଗୋଳ ଓ କୋରାପୁଟରେ 5, ବରଗଡରେ 4, ସୋନପୁରରେ 3 ଓ ଝାରସୁଗୁଡାରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 23073 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.